Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Madhyapradesh
Pmmodi
Rahulgandhi

ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ମନ୍ଦାର ଠାରେ ବାଲିଘାଟରୁ ବେଆଇନ ବାଲି ଚୋରି କରୁଥିବା ବେଳେ ଦୁଇ ଜଣଙ୍କୁ କୋର୍ଟ ଚାଲାଣ

ବିଳମ୍ବିତ ରାତିରେ ନିର୍ଦ୍ଧୁମ ବାଲି ଚୋରି ୨ ଟି ହାଓ୍ୱଆ ଜବତ , ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ମନ୍ଦାର ପାର୍ଶ୍ୱ ବ୍ରାହ୍ମଣୀ ନଦୀ ଘାଟରୁ ବେଆଇନ ବାଲି ଚୋରି ଖବର ପାଇ ଗଁଦିଆ ପୋଲିସ ଚଢାଉ କରିଥିଲା। ଏଥିରେ ସମ୍ପୃକ୍ତ ଥିବା ଦୁଇଜଣ ଡ୍ରାଇଭରକୁ ପୋଲିସ ଗିରଫ କରି ଆଜି ତା ୨୯।୧୧।୨୫ ରିଖ ପୂର୍ବାହ୍ନ ୧୧ଘଣ୍ଟା ସମୟରେ କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ ସରକାର ଯେତେ ନିୟମ କାନୁନ କଲେ ମଧ୍ୟ ଅସାଧୁ ବ୍ୟବସାୟୀମାନେ ଗଳା ବାଟ ଦେଖି ଖସି ଯାଉଛନ୍ତି। ଖଣି ଖଜଣାରେ ସରକାରଙ୍କ ତହସିଲ ଭରିବା ବେଳେ ଅସାଧୁ ବ୍ୟବସାୟୀ ଓ କିଛି ସରକାରୀ କର୍ମଚାରୀଙ୍କ ପକେଟକୁ ଯାଉଛି ସରକାରୀ ରାଜସ୍ୱ ।

MORE NEWS

ନିଜେ ବସିଚ ଜରିପକେଇ ଖାଇବାଖାଦ୍ୟ ରେ ଏଭଳି ଖାଦ୍ୟ ସହ ଖେଳ..
ଆମେମାନେ ଯେଉଁ ବର୍ଣ୍ଣ କ୍ରିମ ପାଉଁରୁଟି ଖାଉଛୁ ଏହିଭଳି ଅସ୍ୱାସ୍ଥ୍ୟକର ପରିବେଶରେ ତିଆରି ଚାଲିଛି..
ସୌ - S. M
#cuttack #tredingpost #newsodiaodisha #facebookreelsviralviralシfypシ゚2026

ନିଜେ ବସିଚ ଜରିପକେଇ ଖାଇବାଖାଦ୍ୟ ରେ ଏଭଳି ଖାଦ୍ୟ ସହ ଖେଳ.. ଆମେମାନେ ଯେଉଁ ବର୍ଣ୍ଣ କ୍ରିମ ପାଉଁରୁଟି ଖାଉଛୁ ଏହିଭଳି ଅସ୍ୱାସ୍ଥ୍ୟକର ପରିବେଶରେ ତିଆରି ଚାଲିଛି.. ସୌ - S. M #cuttack #tredingpost #newsodiaodisha #facebookreelsviralviralシfypシ゚2026

Dhenkanal Sadar, Dhenkanal | Aug 17, 2026

*ଘରୁ ଘୋଷାଡି ନେଇ ଯୁବକଙ୍କୁ ମାରିଲା, ରାସ୍ତା ଅବରୋଧ*

ଆପଣଙ୍କ ଅଞ୍ଚଳର ସମସ୍ତ ଖବର ଦେଖିବା ଏବଂ *ଖବର ସେୟାର କରି ରୋଜଗାର କରିବା ପାଇଁ ଶୁରୁ ଆପ୍ (Shuru App) ଡାଉନଲୋଡ୍ କରନ୍ତୁ* 👇🏻

https://shuru.co.in/dl/mXAFYr

*ଘରୁ ଘୋଷାଡି ନେଇ ଯୁବକଙ୍କୁ ମାରିଲା, ରାସ୍ତା ଅବରୋଧ* ଆପଣଙ୍କ ଅଞ୍ଚଳର ସମସ୍ତ ଖବର ଦେଖିବା ଏବଂ *ଖବର ସେୟାର କରି ରୋଜଗାର କରିବା ପାଇଁ ଶୁରୁ ଆପ୍ (Shuru App) ଡାଉନଲୋଡ୍ କରନ୍ତୁ* 👇🏻 https://shuru.co.in/dl/mXAFYr

Dhenkanal Sadar, Dhenkanal | Aug 17, 2026

ବିଜେଡି ସ୍ତରରେ ବୋଟରେ ଡାକିଲେନି ବୋଲି ରାଗିଗଲେ......
ଯାଜପୁରରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଅପ୍ରୀତିକର ପରିସ୍ଥିତି, ଦୁଇ ବିଧାୟିକା ପ୍ରମିଳା ମଲ୍ଲିକ ଓ ସୁଜାତା ସାହୁଙ୍କୁ ଡଙ୍ଗାରେ ଯିବାକୁ ସୁଯୋଗ ନମିଳିବାରୁ ଦୁଇ ଗୋଷ୍ଠୀ ମଧ୍ୟରେ ହୋହଲ୍ଲା, ନାରାବାଜି ଓ ହଟଗୋଳ ।।।।
#publicnews24x7 #newsodiaodisha #facebookreelsviralviralシfypシ゚2026 #tredingpost

ବିଜେଡି ସ୍ତରରେ ବୋଟରେ ଡାକିଲେନି ବୋଲି ରାଗିଗଲେ...... ଯାଜପୁରରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଅପ୍ରୀତିକର ପରିସ୍ଥିତି, ଦୁଇ ବିଧାୟିକା ପ୍ରମିଳା ମଲ୍ଲିକ ଓ ସୁଜାତା ସାହୁଙ୍କୁ ଡଙ୍ଗାରେ ଯିବାକୁ ସୁଯୋଗ ନମିଳିବାରୁ ଦୁଇ ଗୋଷ୍ଠୀ ମଧ୍ୟରେ ହୋହଲ୍ଲା, ନାରାବାଜି ଓ ହଟଗୋଳ ।।।। #publicnews24x7 #newsodiaodisha #facebookreelsviralviralシfypシ゚2026 #tredingpost

Dhenkanal Sadar, Dhenkanal | Aug 17, 2026