Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews

ଢେଙ୍କାନାଳ ସଦର: ରାଧାଦେଇପୁର ଗ୍ରାମ ଠାରେ ହାତୀ ପଲ ଦ୍ୱାରା ୩ ଏକର ଧାନ ଫସଲ ନଷ୍ଟ।

ଢେଙ୍କାନାଳ ଜିଲ୍ଲା ଷଡ଼ଙ୍ଗୀ ରେଞ୍ଜ ଯୋରନ୍ଦା ବନପାଳଙ୍କ ଅଧିନ ରାଧାଦେଇପୁର ଗ୍ରାମର ଚଷାବେରେଣା ଚକରେ ହାତୀ ପଲ ଦ୍ୱାରା ପ୍ରାୟ ୩ ଏକରରୁ ଉର୍ଦ୍ଧ୍ବ ପାଚିଲା ଧାନ କ୍ଷତିଗ୍ରସ୍ତ ହୋଇଛି। ସୂଚନା ଅନୁସାରେ ଆଜି ସକାଳ ୫ ଘଣ୍ଟା ସମୟରେ ୧୮ ଟି ହାତୀ ଥିବା ଏକ ଦଳ ରାଧାଦେଇପୁର ବିଲବାହାଳରେ ପଶି ପାଚିଲା ଧାନ ଖାଇ ଦଳି ନଷ୍ଟ କରିଛନ୍ତି। ଯୋରନ୍ଦା ବନ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ହାତୀଦଳ ଦ୍ୱାରା ହୋଇଥିବା କ୍ଷୟକ୍ଷତିର ଆକଳନ କରିଥିଲେ। ହାତୀ ପଲ ଗ୍ରାମର ଚାଷୀ ଟୁକୁନା ଭୋଇଙ୍କର ୨ ଏକର ଓ ବାଇଧର ବେହେରାଙ୍କର ୧ ଏକର ଖାଇ ନଷ୍ଟ କରିଛନ୍ତି।

MORE NEWS

ଢେଙ୍କାନାଳ ସଦର: ରାଧାଦେଇପୁର ଗ୍ରାମ ଠାରେ ହାତୀ ପଲ ଦ୍ୱାରା ୩ ଏକର ଧାନ ଫସଲ ନଷ୍ଟ। - Dhenkanal Sadar News