Public App Logo
Jansamasya
Fishtech
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Cbi
Mathura
���ायल
Fatehpur
Jodhpur
Amitshah

ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଷଡ଼ଙ୍ଗୀ ରେଞ୍ଜ ଗଁଦିଆ ଥାନା କାବରା ଗ୍ରାମ ଠାରେ ୩୦ ଗଭୀର ଅବ୍ୟବହୃତ କୂଅରୁ ଦମକଳ ବାହିନୀ ଦ୍ଵାରା ମ୍ରୃତ ବାରହା ଉଦ୍ଧାର

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଷଡ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ କାବରା ଗ୍ରାମ ଠାରେ ଆଜି ତା୨୭।୧୧।୨୫ ରିଖ ସକାଳ ୮ ଘଣ୍ଟା ସମୟରେ ଏକ ୩୦ ଫୁଟ ଗଭୀର କୁଅରୁ ଗୋଟିଏ ମ୍ରୃତ ବାରହା ଗଁଦିଆ ଦମକଳ ବାହିନୀ ଦ୍ଵାରା ଉଦ୍ଧାର ହୋଇଛି। ସୂଚନା ଅନୁସାରେ କାବରା ଗ୍ରାମର ମହାନ୍ତି ସାହି ଅବ୍ୟବହୃତ କୂଅରେ ଗତକାଲି ରାତି ଠାରୁ ଗୋଟିଏ ବାରହା ପଡିଯାଇଥିଲା। ଆଜି ସକାଳୁ ଗ୍ରାମ ବାସୀ ଦେଖି ବନବିଭାଗକୁ ଖବର ଦେଇଥିଲେ। ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ଦମକଳ ବାହିନୀ ସହାୟତାରେ ବାରହା ଟିକୁ ଉଦ୍ଧାର କରିଥିଲେ। ବାରହାଟିର ବୟସ ୩ ବର୍ଷ ଓ ଓଜନ ଆନୁମାନିକ ୫୦ କିଗ୍ରା ହେବ ବୋଲି ଜଣାଯାଇଛି।

MORE NEWS