Public App Logo
Jansamasya
Fishtech
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Cbi
Mathura
���ायल
Fatehpur
Jodhpur
Amitshah

ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ନାଟିମା ବଜାର ଭିତରେ ହାତୀ ପଶି ପରିବା ଦୋକାନ ଭାଙ୍ଗି ଖାଇଲେ, ସିସିଟିଭିରେ କଏଦ୍

ଷଡ଼ଙ୍ଗୀ ରେଞ୍ଜ ଯୋରନ୍ଦା ପଞ୍ଚାୟତ ନାଟିମା ବଜାର ମଧ୍ୟରେ ଆଜି ତା୧୦।୧୨।୨୫ ରିଖ ସକାଳ ପ୍ରାୟ ୩ ଘଣ୍ଟା ସମୟରେ ନାଟମା ଗ୍ରାମ ତଳ ଆଡ଼କୁ ଆସି ନାଟିମା ବଜାର ଛକରେ ଥିବା ଦିବାକର ସାହୁଙ୍କ ପରିବା ଦୋକାନ ଲୁହା ଜାଲି ଭାଙ୍ଗି ଭିତରେ ଥିବା ବନ୍ଧାକୋବି,ଫୁଲକୋବି, କଖାରୁ, କଦଳୀ,ସେଓ , ନଡ଼ିଆ ପ୍ରଭୁତି ଫଳ ଖାଇ ନଷ୍ଟ କରିଛନ୍ତି। ପ୍ରାୟ ୩ ହଜାର ଟଙ୍କାର କ୍ଷତି କରିଛନ୍ତି। ହାତୀ ନାଟିମା ଶବର ସାହି ଧାନଖଳାରେ ପଶି ଧାନ ବିଡା ଖାଇ ଦେଇଛନ୍ତି। ହାତୀ ଗୁଡିକ ନାଟିମା,ଜାମୁଶରା ପ୍ରଫୁଲ୍ଲ ବାବା ମଠ ପାର୍ଶ୍ଵରେ ଡୁଗୁରୀ ପାହାଡ଼ ଗଲା ରାସ୍ତାରେ ଅରୁଣ ସାହୁଙ୍କ କାନ୍ଥ ଓ ଗେଟ୍ ଭାଙ୍ଗିଲେ ।

MORE NEWS

ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ନାଟିମା ବଜାର ଭିତରେ ହାତୀ ପଶି ପରିବା ଦୋକାନ ଭାଙ୍ଗି ଖାଇଲେ, ସିସିଟିଭିରେ କଏଦ୍ - Dhenkanal Sadar News