Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews

ଢେଙ୍କାନାଳ ସଦର: ଗଁଦିଆ ବ୍ଳକ ଯୋରନ୍ଦା ସରପଞ୍ଚ ଆରତୀ ନାୟକ ଦିଲ୍ଲୀ ଠାରେ ସରପଞ୍ଚ ଶକ୍ତି କାର୍ଯ୍ୟ କ୍ରମ ରେ ଯୋଗଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ଯୋରନ୍ଦା ସରପଞ୍ଚ ଆରତୀ ନାୟକ ଆଜି ତା ୧୭।୧୨।୨୫ ରିଖ ସକାଳ ୧୦ ଘଣ୍ଟା ସମୟରେ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରିଛନ୍ତି। ସୂଚନା ଅନୁସାରେ ଓଡ଼ିଶାର ଏକ ମାତ୍ର ସରପଞ୍ଚ ଭାବେ କ୍ୱାଲିଟୀ ‍ କାଉନସିଲ ଅଫ ଇଣ୍ଡିଆ ଆନୁକୁଲ୍ୟରେ ଅନୁଷ୍ଠିତ ସର୍ବଭାରତୀୟ ସରପଞ୍ଚ ଶକ୍ତିରେ ସ୍ଥାନ ପାଇ ଦିଲ୍ଲୀ ଠାରେ କାର୍ଯ୍ୟ କ୍ରମ ରେ ଯୋଗଦେଇଛନ୍ତି ଯୋରନ୍ଦା ସରପଞ୍ଚ ଆରତୀ ନାୟକ। ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ଠାରୁ ଅଭିନନ୍ଦନ ବାର୍ତ୍ତା ପହଞ୍ଚିଛି ।

MORE NEWS

ଢେଙ୍କାନାଳ ସଦର: ଗଁଦିଆ ବ୍ଳକ ଯୋରନ୍ଦା ସରପଞ୍ଚ ଆରତୀ ନାୟକ ଦିଲ୍ଲୀ ଠାରେ ସରପଞ୍ଚ ଶକ୍ତି କାର୍ଯ୍ୟ କ୍ରମ ରେ ଯୋଗଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ - Dhenkanal Sadar News