Public App Logo
Jansamasya
Fishtech
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Cbi
Mathura
���ायल
Fatehpur
Jodhpur
Amitshah

ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ଯୋରନ୍ଦା ଜାମୁଶରା ଠାରେ ବିଶିଷ୍ଟ ସମାଜସେବୀ ଇନ୍ଦ୍ରମଣି ରାଉତଙ୍କ ୩୧ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଗଁଦିଆ ବ୍ଲକ ଯୋରନ୍ଦା ପଞ୍ଚାୟତ ଜାମୁଶରା ଗ୍ରାମ ଠାରେ ଆଜି ତା ୨।୧୨ ରିଖ ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ଯୋରନ୍ଦା ଅଞ୍ଚଳର ବିଶିଷ୍ଠ ସମାଜସେବୀ ତଥା ଯୋରନ୍ଦା ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ୱର୍ଗତ ଇନ୍ଦ୍ରମଣି ରାଉତଙ୍କ ୩୧ତମ ଶ୍ରାଦ୍ଧବାର୍ଷିକ ପାଳିତ ହୋଇଯାଇଛି । ମୂଖ୍ୟଅତିଥି ଭାବେ ସାମ୍ବାଦିକ ଯୁଧିଷ୍ଠିର ମହାନ୍ତି , ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ୍ ମଙ୍ଗୁଳି ଚରଣ ବିଶ୍ୱାଳ, ମୂଖ୍ୟ ବକ୍ତା ଭାବେ ସାହିତ୍ୟିକ ରବିନାରାୟଣ ରାଉଳ ଯୋଗଦେଇ ସ୍ୱର୍ଗତ ରାଉତଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ।

MORE NEWS

ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ଯୋରନ୍ଦା ଜାମୁଶରା ଠାରେ ବିଶିଷ୍ଟ ସମାଜସେବୀ ଇନ୍ଦ୍ରମଣି ରାଉତଙ୍କ ୩୧ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ - Dhenkanal Sadar News