Public App Logo
Profile Picture

ନିରପେକ୍ଷ ଓ ନିର୍ଭିକ ଖବର

@pitabasdash10
7425Followers
8Following
ପୋଲସରା: ଶରଣ ଶ୍ରୀକ୍ଷେତ୍ର ମାରଦା ମହୋତ୍ସବ ଦ୍ଵିତୀୟ ସନ୍ଧ୍ୟାରେ ଅନ୍ତରା ଚକ୍ରବର୍ତ୍ତୀ ଗୀତ ଦର୍ଶକ ଙ୍କୁ ମନମୋହିଲା
ଆସିକା: ଆସିକା ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କଲା କାୟାକଳ୍ପ ଟିମ
ପୋଲସରା: ଲିଙ୍ଗରାଜ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ
ଆସିକା: ଏ. ବରିଡା ଦଧିବାମନ ବିଦ୍ୟାଳୟର ଶିକ୍ଷକ ବଦଳିକୁ ବିରୋଧ,ଛତ୍ର ଛାତ୍ରୀ ଙ୍କ ଧାରଣା, ଅଭିଭାବକ ଙ୍କ ହୋହାଲ୍ଲା
ଧରାକୋଟ: ମାଣିକ୍ୟପୁର ରେ ଧାନ ମଣ୍ଡି ଉଦ୍ଘାଟିତ
ପୋଲସରା: ମାରଦା ଠାରେ ଶରଣ ଶ୍ରୀକ୍ଷେତ୍ର ମାରଦା ମହୋତ୍ସବ 2026 ଉଦଘାଟିତ
ଧରାକୋଟ: କଳାଶୁତା ଗ୍ରାମ ଗ୍ରସ୍ତକରି ଜଣେ ମୃତକ ଙ୍କ ପରିବାର କୁ ସାକ୍ଷାତ କଲେ ସାନଖେମୁଣ୍ଡି ବିଧାୟକ
ଆସିକା: ବେଆଇନ ବାଲି ଚୋରା ଚାଲାଣ ବେଳେ ମାଡ଼ି ବସିଲେ ପ୍ରୋଭିଜନାଲ ଆଇ.ପି.ଏସ,9 ବାଲି ବୋଝେଇ ହାଇୱ୍ବା ସହ ଗାଡ଼ି ଡ୍ରାଇଭର ଆସିକା ଥାନାରେ ଅଟକ
ଆସିକା: ଶହେ ଲିଟର ଦେଶୀ ମଦ,25 କେଜି ୟୁରିଆ ସାର,750 ଲିଟର ପୋଚ ନଷ୍ଟ ସହ ପାଞ୍ଚ ଜଣଙ୍କୁ ଗିରଫ କଲା ଆସିକା ପୋଲିସ
ପୋଲସରା: ବୁଗୁଡ଼ା ଅରଖପୁର ପଞ୍ଚାୟତ ଖରିଡା ଗ୍ରାମକୁ ରାଜସ୍ବ ଗ୍ରାମ ଘୋଷଣା ସହ ପଟା ବଣ୍ଟନ କଲେ ମନ୍ତ୍ରୀ
ଆସିକା: ଖମ୍ବେଶ୍ବରୀ ପାଟଣା ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ନବରତ୍ନପୁର ଗ୍ରାମବାସିଙ୍କ ସହ ବିଭିନ୍ନ ବିଷୟ ନେଇ ଆଲୋଚନା କଲେ ଆସିକା ବିଧାୟକ
ପୋଲସରା: ବୁଗୁଡ଼ା ଠାରେ କୃଷ୍ଣସାର ମୃଗ ଓ ଅନ୍ୟାନ୍ୟ ବନ୍ୟ ଜନ୍ତୁ ସୁରକ୍ଷା ସଚେତନତା ରାଲି ଅନୁଷ୍ଠିତ
ଆସିକା: ଉପଖଣ୍ଡ ଚିକିତ୍ସାଳୟ ଠାରେ ଅଗ୍ନିଶମବାହିନୀ ପକ୍ଷରୁ ମକଡ୍ରିଲ ଅନୁଷ୍ଠିତ
ଧରାକୋଟ: ବାହାରପୁର ପଞ୍ଚାୟତରେ ଧାନ ମଣ୍ଡି ଖୋଲିଥିଲେବି ଉଠୁନି ଧାନ,ତହସିଲଦାର ଙ୍କୁ ଅଭିଯୋଗ କଲେ ଚାଷୀ
ପୋଲସରା: ବୁଗୁଡ଼ା ବି ବ୍ରହ୍ମପୁର ଧାନ ମଣ୍ଡିରେ କଟିନ ଛଟନି ନେଇ  ହୋ ହାଲ୍ଲା
ଆସିକା: ଆସିକା ଟିପିଏସଓଡ଼ିଏଲ କାର୍ଯ୍ୟାଳୟ ଆଗରେ ଉପଭୋକ୍ତାଙ୍କ ଧାରଣା, କାର୍ଯାଳୟ ଆଗରେ ରୋଷେଇକରି ଖାଇଲେ ଲୋକେ
ପୋଲସରା: ଭାବରଡ଼ା ରେ ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣି,୩୫ ଅଭିଯୋଗ ରୁ ୫ ଟିର ତତ୍କାଳ ସମାଧାନ
ଆସିକା: ଦାସନାପଲ୍ଲୀ ଗ୍ରାମ ନିକଟରେ ଗଢି ଉଠିଥିବା ବେଆଇନ ଇଟାଭାଟି ଓ ଟ୍ରେ ଫେକ୍ଟ୍ରି ଧୂଆଁ ରେ ଅସ୍ତବ୍ୟସ୍ତ ଲୋକେ
ପୋଲସରା: ବାଲିଛାଇ ଗ୍ରାମରେ ଅଗ୍ନିକାଣ୍ଡରେ ଧାନ ଗଦା ପୋଡ଼ି ଘଟଣା ରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଲେ ମନ୍ତ୍ରୀ,ସରକାରୀ ସହାୟତାପାଇଁ ଦେଲେ ପ୍ରତିଶୃତି
ଧରାକୋଟ: ସାବା ପଞ୍ଚାୟତରେ ପଞ୍ଚାୟତ ସ୍ଥରୀୟ ମିଳିତ ଜନ ଶୁଣାଣି କାର୍ଯକ୍ରମ
ଆସିକା: କଳିଙ୍ଗରୋଡ଼ ସ୍ଥିତ ନିଖିଳ ଉତ୍କଳ ଆଳିୟ ଖଣ୍ଡାୟତ ସମାଜଗୃହର ଦୀର୍ଘଦିନ ପରେ ଖୋଲିଲା ତାଲା,କୁଳ ବୈଠକରେ ନିଷ୍ପତିପରେ ତାଲା ଖୋଲିଲା
ଧରାକୋଟ: ପୁରୁଷୋତ୍ତମପୁର ଠାରେ ଆୟୋଜିତ ମନେରେଗା ବଞ୍ଚାଅ ଦିନିକିଆ ଉପବାସ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରତିକ୍ରିୟାରଖିଲେ ସାନଖେମୁଣ୍ଡି ବିଧାୟକ
ପୋଲସରା: ଢୁଙ୍କାପଡା ଗ୍ରାମ ନିକଟ ରାସ୍ତାକଡ଼ରେ ବସିଥିବା ଦୁଇ ସମ୍ପର୍କୀୟ ଭାଇ ଙ୍କୁ ଧକାଦେଇ ଖାଲକୁ ଖସିଲା କାର, ଜଣେ ମୃତ,ଦୁଇ ଗୁରୁତର
ଆସିକା: ପୁରୁଣା ବସଷ୍ଟାଣ୍ଡ ଛକ ଠାରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ବାଂଲାଦେଶ ରାଷ୍ଟ୍ରପତିଙ୍କ କୁଶପୁତ୍ତଳିକ ଦାହ
ପୋଲସରା: ଚିରିକିପଡା ଶାସନ ପ୍ରିମିୟର ଲିଗ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ