Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

ପୋଲସରା: ମାରଦା ଠାରେ ଶରଣ ଶ୍ରୀକ୍ଷେତ୍ର ମାରଦା ମହୋତ୍ସବ 2026 ଉଦଘାଟିତ

Polasara, Ganjam | Jan 14, 2026
ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ମଥୁରା ନିକଟ ଶରଣ ଶ୍ରୀକ୍ଷେତ୍ର ମାରଦା ପୀଠ ପରିସରରେ ଶରଣ ଶ୍ରୀକ୍ଷେତ୍ର ମାରଦା ମହୋତ୍ସବ 2026 ଉଦଘାଟିତ ହୋଇଯାଇଛି l ପୋଲସରା ବିଧାୟକ ତଥା ରାଜ୍ୟ ମତ୍ସ,ପଷୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଆଠଗଡ଼ ମହାରାଜା ଦୁର୍ଗା ଶଙ୍କର ପ୍ରସାଦ ହରିଚନ୍ଦନ ଜଗଦେବ,ସାନମାନିତ ଅତିଥି ଭାବେ ଜିଲ୍ଲାପାଳ ଭି. କୀର୍ତ୍ତିଭାସନ,ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର,ଛତ୍ରପୁର ଉପଜିଲ୍ଲାପାଳ,ଅତିରିକ୍ତ ଏସପି, ମଠାଧୀଶ ଜଗନ୍ନାଥ ମନ୍ଦିର ସୁନ୍ଦର ରାମଦାସ ଙ୍କ ସମେତ ବହୁ ଅତିଥି ମଞ୍ଚାସିନଥିଲେ
ପୋଲସରା: ମାରଦା ଠାରେ ଶରଣ ଶ୍ରୀକ୍ଷେତ୍ର ମାରଦା ମହୋତ୍ସବ 2026 ଉଦଘାଟିତ - Polasara News