Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Rajasthan
Bollywood
Breakingnews
Narendramodi
Madhya_pradesh
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

ଆସିକା: କଳିଙ୍ଗରୋଡ଼ ସ୍ଥିତ ନିଖିଳ ଉତ୍କଳ ଆଳିୟ ଖଣ୍ଡାୟତ ସମାଜଗୃହର ଦୀର୍ଘଦିନ ପରେ ଖୋଲିଲା ତାଲା,କୁଳ ବୈଠକରେ ନିଷ୍ପତିପରେ ତାଲା ଖୋଲିଲା

Asika, Ganjam | Jan 11, 2026
ସମାଜ ଲାଗି ରହିଥିବା ବିବାଦ ଉପରେ ପଡିଲା ପୂର୍ଣ୍ଣଛେଦ l ପାଖାପାଖି ଦୁଇ ବର୍ଷ ହେଲା ସମାଜ ଗୃହରେ ଝୁଲୁଥିବା ତାଲା ହଟିଲା l ସମାଜର ବହୁ ଲୋକେ ଏକତ୍ରିତ ହୋଇ ବିବାଦୀୟ ତାଲାକୁ ଭାଙ୍ଗିଛନ୍ତି l ଏହି ଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଆସିକା କଳିଙ୍ଗ ରୋଡ଼ ସ୍ଥିତ ନିଖିଳ ଉତ୍କଳ ଅଳିୟ ଖଣ୍ଡାୟତ ସମାଜ ଗୃହ ଆଗରେ l ଦୁଇ ବର୍ଷ ଧରି ସମାଜ ଗୃହ ରେ ତାଲା ଝୁଲିବା ସହ ସାମାଜିକ କାର୍ଯ୍ୟକ୍ରମରେ କିଛି ହୋଇପାରୁନଥିବା ହୃଦ ବୋଧକରୀ ଆଜି ଆସିକା ବରଗାଁ ତୋଟା ଠାରେ ସମାଜର ଶତାଧିକ କର୍ମକର୍ତା ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l
ଆସିକା: କଳିଙ୍ଗରୋଡ଼ ସ୍ଥିତ ନିଖିଳ ଉତ୍କଳ ଆଳିୟ ଖଣ୍ଡାୟତ ସମାଜଗୃହର ଦୀର୍ଘଦିନ ପରେ ଖୋଲିଲା ତାଲା,କୁଳ ବୈଠକରେ ନିଷ୍ପତିପରେ ତାଲା ଖୋଲିଲା - Asika News