Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

ଆସିକା: ଶହେ ଲିଟର ଦେଶୀ ମଦ,25 କେଜି ୟୁରିଆ ସାର,750 ଲିଟର ପୋଚ ନଷ୍ଟ ସହ ପାଞ୍ଚ ଜଣଙ୍କୁ ଗିରଫ କଲା ଆସିକା ପୋଲିସ

Asika, Ganjam | Jan 14, 2026
ଗଞ୍ଜାମ ଜିଲ୍ଲା ଆସିକା ଥାନା ବାଲିଶିରା ଗ୍ରାମର ଗୋଟିଏ ବେଆଇନ ମଦ ପ୍ରସ୍ତୁତ ଆଡ୍ଡାରେ ଚଢ଼ାଉ କରିଛି ପୋଲିସ। ଚଢ଼ାଉ ବେଳେ ୨୫ କିଲୋଗ୍ରାମ ୟୁରିଆ ସାର ୨୦ କିଲୋଗ୍ରାମ ଗୁଡ଼ ସହ ୧୦୦ ଲିଟର ଦେଶୀ ରନ୍ଧା ଦେଶୀ ମଦ ଜବତ କରିବା ସହ ଆସିକା ସହକାରୀ ତହସିଲଦାର ତଥା କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଅମରେଶ ସାବତଙ୍କ ଉପସ୍ଥିତିରେ ୭୫୦ ଲିଟର ମୋଲାଶେଷ ନଷ୍ଟ କରିବା ସହ ୫ଜଣକୁ ଗିରଫ କରିଛି ପୋଲିସ । ପ୍ରକାଶ ଥାଉକି ଆସିକା ଥାନା ଅଧିକାରୀ କୁଳମଣି ସେଠି ଏକ ବିଶ୍ଵସ୍ଥ ସୂତ୍ରରୁ ଖବରପାଇ ବାଲିଶିରା ଗ୍ରାମର ଏକ ସ୍ଥାନରେ ୟୁରିଆ ସାର ବ୍ୟବହାର ହୋଇ ବିଷାକ୍ତ ଦେଶୀ ମଦ ପ୍ରସ୍ତୁତ ଖବର ପାଇଥିଲେ