Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Rajasthan
Bollywood
Breakingnews
Narendramodi
Madhya_pradesh
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

ପୋଲସରା: ଢୁଙ୍କାପଡା ଗ୍ରାମ ନିକଟ ରାସ୍ତାକଡ଼ରେ ବସିଥିବା ଦୁଇ ସମ୍ପର୍କୀୟ ଭାଇ ଙ୍କୁ ଧକାଦେଇ ଖାଲକୁ ଖସିଲା କାର, ଜଣେ ମୃତ,ଦୁଇ ଗୁରୁତର

Polasara, Ganjam | Jan 11, 2026
ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଢୁଙ୍କାପଡା ଗ୍ରାମ ନିକଟରେ ଗୋଟିଏ କାର ରାସ୍ତା କଡରେ ବସିଥିବା ଦୁଇ ସମ୍ପର୍କୀୟ ଭାଇ ଙ୍କୁ ଧକ୍କା ଦେଇ ଖାଲ କୁ ଖସିଲା ବାଇକ l ଦୁର୍ଘଟଣା ରେ ଜଣ ଙ୍କ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ସମେତ ୨ ଜଣ ଗୁରୁତର ହୋଇଛନ୍ତି l ମୃତକ ଢୁଙ୍କାପଡା ଗ୍ରାମର ସାଧୁଚରଣ ବାଡ଼ତ୍ୟା ହୋଇଥିବା ବେଳେ ଗୁରୁତର ଦୁଇଜଣ ମଧ୍ୟରୁ ଜଣେ ଢୁଙ୍କାପଡା ଗ୍ରାମର ମହେନ୍ଦ୍ର ବାଡ଼ତ୍ୟା ଓ ଡ୍ରାଇଭର ପୁରୁଷୋତ୍ତମପୁର ଅରଖପୁର ଗ୍ରାମର କୁନା ପାଣ୍ଡୀ ହୋଇଥିବା ଜଣାପଡିଛି l ଗ୍ରାମର ଆମ୍ବପୁଆ ପୋଖରୀ ଚନ୍ଦିନୀ ନିକଟରେ ଦୁଇ ସମ୍ପର୍କୀୟ ସୁଧାଚରଣ ଓ ମହେନ୍ଦ୍ର ବସିଥିଲେ l