Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Rajasthan
Bollywood
Breakingnews
Narendramodi
Madhya_pradesh
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

ଧରାକୋଟ: କଳାଶୁତା ଗ୍ରାମ ଗ୍ରସ୍ତକରି ଜଣେ ମୃତକ ଙ୍କ ପରିବାର କୁ ସାକ୍ଷାତ କଲେ ସାନଖେମୁଣ୍ଡି ବିଧାୟକ

Dharakote, Ganjam | Jan 14, 2026
ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଝାଡ଼ବନ୍ଧ ପଞ୍ଚାୟତ କଳାଶୁତା ଗ୍ରାମ ଗ୍ରସ୍ତ କରିଛନ୍ତି ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା l ବିଧାୟକ ଗ୍ରାମରେ ପହଞ୍ଚି ଦଳୀୟ କର୍ମୀ ଙ୍କ ସହ ସଂଗଠନ ଏବଂ ଗ୍ରାମର ଉନ୍ନୟନ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ l ପରେ ଗ୍ରାମର କଂଗ୍ରେସ କର୍ମୀ କାର୍ତ୍ତିକ ପଳେଇ ଙ୍କ ଅକାଳ ବିୟୋଗ ହୋଇଥିବା ଖବରପାଇ ବିଧାୟକ ମୃତକ ଙ୍କ ଘରେ ପହଞ୍ଚି ଶୋକ ଆନ୍ତପ୍ତ ପରିବାର କୁ ସମବେଦନା ଜଣାଇଥିଲେ l ଏହି ଅବସରରେ ବହୁ ନେତା କର୍ମୀ ଙ୍କ ସହ ବହୁ ଗ୍ରାମବାସୀ ଉପସ୍ଥିତ ରହିଥିଲେ l