Public App Logo
Jansamasya
News
पुलिस
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Up
Iyc
Bollywood
Patna
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi

ଆସିକା: ଆସିକା ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କଲା କାୟାକଳ୍ପ ଟିମ

Asika, Ganjam | Jan 15, 2026
ଗଞ୍ଜାମ ଜିଲ୍ଲା ଆସିକା ସହର ଠାରେ ଅବସ୍ଥିତ ଆସିକା ଉପଖଣ୍ଡ ଚିକିତ୍ସାଳୟ ଗ୍ରସ୍ତ କରିଛି କାୟାକଳ୍ପ ଟିମ l ଜେଡି ଏନ ପି ସି ବି ଡକ୍ଟର ଶୁଭାଶିସ ମହାନ୍ତି,ସି ସି ଏମ ପି ୟୁ ହେଚ ହୃଷିକେଶ ସାହୁ,କମ୍ୟୁନିଟି ମେଡ଼ିସିନ ଆସିଷ୍ଟାଣ୍ଟ ପ୍ରଫେସର ବିଶ୍ଵକଲ୍ୟାଣ ମିଶ୍ର ପ୍ରମୁଖ ସାମିଲ ଥିବା ଏକ ଟିମ ମେଡିକାଲ ରେ ପହଞ୍ଚି ଉନ୍ନୟନ କାର୍ଯ୍ୟ ସହ ରୋଗୀ ସେବା ଏବଂ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ବୁଲି ଦେଖିଥିଲେ l
ଆସିକା: ଆସିକା ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କଲା କାୟାକଳ୍ପ ଟିମ - Asika News