Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

ପୋଲସରା: ଭାବରଡ଼ା ରେ ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣି,୩୫ ଅଭିଯୋଗ ରୁ ୫ ଟିର ତତ୍କାଳ ସମାଧାନ

Polasara, Ganjam | Jan 12, 2026
ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଭାବରଡ଼ା ପଞ୍ଚାୟତ ରେ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଭାବରଡ଼ା ପଞ୍ଚାୟତର ଜନସାଧାରଣ ସେମାନଙ୍କର ନାମ ପଞ୍ଜିକରଣ କରିଥିଲେ । ଏଥିରେ ମୋଟ ୩୫ଟି ଅଭିଯୋଗ ପଞ୍ଜିକରଣ ହୋଇଥିବା ବେଳେ ସେଥି ମଧ୍ୟରୁ ୫ ଟି ଅଭିଯୋଗର ତତ୍କାଳ ସମାଧାନ ହୋଇଥିବା ସୂଚନା ମିଳିଛି । ଏହାସହ ୧୨ ଜଣଙ୍କୁ ଘର ପଟ୍ଟା ଦିଆଯାଇଥିଲା ।
ପୋଲସରା: ଭାବରଡ଼ା ରେ ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣି,୩୫ ଅଭିଯୋଗ ରୁ ୫ ଟିର ତତ୍କାଳ ସମାଧାନ - Polasara News