Public App Logo
Jansamasya
News
पुलिस
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Up
Iyc
Bollywood
Patna
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi

ଧରାକୋଟ: ସାବା ପଞ୍ଚାୟତରେ ପଞ୍ଚାୟତ ସ୍ଥରୀୟ ମିଳିତ ଜନ ଶୁଣାଣି କାର୍ଯକ୍ରମ

Dharakote, Ganjam | Jan 12, 2026
ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ସାବା ପଞ୍ଚାୟତରେ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଜନଶୁଣାଣୀ କାର୍ଯ୍ୟକ୍ରମ ରେ ବି ଡି ଓ ସଂଗ୍ରାମ କେଶରୀ ଜେନା , ତହସିଲଦାର ଲମ୍ବୋଦର ମାରାଣ୍ଡି,ଏ ବିଡ଼ିଓ ସୁଶୀଲ ପଟ୍ଟନାୟକ , ସି ଡି ପି ଓ ସୁନୀଲ ପ୍ରଭା ରଥ,ସରପଞ୍ଚ ସୁଲେମାନ ମଣ୍ଡଳ, ସମିତି ସଭ୍ୟ ପ୍ରତିନିଧି ମନୋଜ କୁମାର ପାତ୍ର , ନାଏବ ସରପଞ୍ଚ , ସୁଗ୍ରୀବ ନାୟକ,ଭି ଏ ଏସ ଡାକ୍ତର ମାନସ ରଞ୍ଜନ ପଲେଇ ,ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ପାଣିଗ୍ରାହୀ ସମେତ ସମସ୍ତ ଲାଇନ୍ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।
ଧରାକୋଟ: ସାବା ପଞ୍ଚାୟତରେ ପଞ୍ଚାୟତ ସ୍ଥରୀୟ ମିଳିତ ଜନ ଶୁଣାଣି କାର୍ଯକ୍ରମ - Dharakote News