Public App Logo
Jansamasya
News
पुलिस
Bjp
National
Bihar
बिहार
बीजेपी
भाजपा
विधायक
Congress
Modi
Delhi
Viral
Crime
Jharkhand
Up
Breakingnews
Narendramodi
Madhya_pradesh
Pmmodi
पटना
Rahulgandhi
Haryana
शादी
Crimenews
Bhind
Breaking
Election
Politics

ଆସିକା: ଏ. ବରିଡା ଦଧିବାମନ ବିଦ୍ୟାଳୟର ଶିକ୍ଷକ ବଦଳିକୁ ବିରୋଧ,ଛତ୍ର ଛାତ୍ରୀ ଙ୍କ ଧାରଣା, ଅଭିଭାବକ ଙ୍କ ହୋହାଲ୍ଲା

Asika, Ganjam | Jan 15, 2026
ଗଞ୍ଜାମ ଜିଲ୍ଲା ଆସିକା ନିର୍ବାଚନ ମଣ୍ଡଳୀ କବିସୂର୍ଯ୍ୟନଗର ବ୍ଲକ ଏ. ବରିଡା ଗ୍ରାମର ପିଏମ ଶ୍ରୀ ଦଧିବାମନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଜଣେ ଶିକ୍ଷକ ଙ୍କୁ ଅନ୍ୟତ୍ର ବଦଳି ନିର୍ଦେଶ ପରେ ବିଦ୍ୟାଳୟ ରେ ହୋହାଲ୍ଲା ଦେଖିବାକୁ ମିଳିଛି l ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ଫାଟକ ନିକଟରେ ଧାରଣାରେ ବସିବା ସହ ଅଭିଭାବକ ମାନେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଙ୍କୁ ଘେରି ବଦଳି ନିର୍ଦେଶ ବାତିଲ କରିବାକୁ ଦାବି କରିଛନ୍ତି l