Public App Logo
Jansamasya
News
पुलिस
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Up
Iyc
Bollywood
Patna
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi

ଆସିକା: ବେଆଇନ ବାଲି ଚୋରା ଚାଲାଣ ବେଳେ ମାଡ଼ି ବସିଲେ ପ୍ରୋଭିଜନାଲ ଆଇ.ପି.ଏସ,9 ବାଲି ବୋଝେଇ ହାଇୱ୍ବା ସହ ଗାଡ଼ି ଡ୍ରାଇଭର ଆସିକା ଥାନାରେ ଅଟକ

Asika, Ganjam | Jan 14, 2026
ଗଞ୍ଜାମ ଜିଲ୍ଲା ଆସିକା ଆଖପାଖ ଦେଇ ପ୍ରବାହିତ ହେଉଥିବା ଋଷିକୂଲ୍ୟା ନଦୀ ଓ ବଡନଦୀ ରେ ଗଢିଉଠିଥିବା ବିଭିନ୍ନ ବେଆଇନ ବାଲିଘାଟ ରୁ ଦିନ ରାତି ବାଲି ଚୋରା ଚାଲାଣ ହେଉଥିବା ଗଣମାଧ୍ୟମ ରେ ଖବର ପ୍ରସାରଣ ହେଉଥିଲେ ମଧ୍ୟ ପ୍ରଶାସନ ନିରବ ସାଜିଥିଲା l ବାଲି ମାଫିଆ ମାନେ ବିଭାଗୀୟ ଅଧିକାରୀ ମାନଙ୍କୁ ହାତବାରିସ କରି ବାଲି ଚୋରା ଚାଲାଣ କରୁଥିବା ବେଳେ ବାଲି ମାଫିଆ ଙ୍କ ଯୋଜନା ପଣ୍ଡ କରିଛନ୍ତି ଛତ୍ରପୁର ପ୍ରୋଭିଜନାଲ ଆଇ.ପି.ଏସ ନୀତେଶ କୁମାର ମିଶ୍ର l