Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

ଆସିକା: ଖମ୍ବେଶ୍ବରୀ ପାଟଣା ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ନବରତ୍ନପୁର ଗ୍ରାମବାସିଙ୍କ ସହ ବିଭିନ୍ନ ବିଷୟ ନେଇ ଆଲୋଚନା କଲେ ଆସିକା ବିଧାୟକ

Asika, Ganjam | Jan 13, 2026
ଗଞ୍ଜାମ ଜିଲ୍ଲା ଆସିକା ସହର ଖମ୍ବେଶ୍ବରୀ ପାଟଣା ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ଆସିକା ବିଧାୟକ ସରୋଜ ପାଢ଼ୀ ଙ୍କ ଅଧକ୍ଷତା ରେ ଆସିକା ବ୍ଲକ ମଙ୍ଗଳପୁର ପଞ୍ଚାୟତ ନବରତ୍ନପୁର ଗ୍ରାମ ବାସି ଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଗ୍ରାମରେ ରହିଥିବା ବିଭିନ୍ନ ସମସ୍ୟା ଓ ଉନ୍ନୟନ କାର୍ଯ୍ୟ ନେଇ ଗ୍ରାମର ବହୁ ଆଗଧାଡିର ନେତା କର୍ମୀ ବିଧାୟକ ଙ୍କ ସହ ଆଲୋଚନା କରିବା ସହ ଗ୍ରାମ ବାସି ଙ୍କ ଆବଶ୍ୟକତା ରହିଥିବା କାର୍ଯ୍ୟଗୁଡିକ ସମ୍ପୂର୍ଣ୍ଣ କରିବାକୁ ଦାବି କରାଯାଇଛି l
ଆସିକା: ଖମ୍ବେଶ୍ବରୀ ପାଟଣା ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ନବରତ୍ନପୁର ଗ୍ରାମବାସିଙ୍କ ସହ ବିଭିନ୍ନ ବିଷୟ ନେଇ ଆଲୋଚନା କଲେ ଆସିକା ବିଧାୟକ - Asika News