Public App Logo
Jansamasya
News
पुलिस
Bjp
National
Bihar
बिहार
बीजेपी
भाजपा
विधायक
Congress
Modi
Delhi
Viral
Crime
Jharkhand
Up
Breakingnews
Narendramodi
Madhya_pradesh
Pmmodi
पटना
Rahulgandhi
Haryana
शादी
Crimenews
Bhind
Breaking
Election
Politics

ଆସିକା: ଆସିକା ଟିପିଏସଓଡ଼ିଏଲ କାର୍ଯ୍ୟାଳୟ ଆଗରେ ଉପଭୋକ୍ତାଙ୍କ ଧାରଣା, କାର୍ଯାଳୟ ଆଗରେ ରୋଷେଇକରି ଖାଇଲେ ଲୋକେ

Asika, Ganjam | Jan 12, 2026
ନ୍ୟାୟ ଦାବିରେ ଭିନ୍ନ ଧରଣର ପ୍ରତିବାଦ କରିଛନ୍ତି ବିଦ୍ୟୁତ ଉପଭୋକ୍ତା l ବିଦ୍ୟୁତ ଯୋଗାଣ ସଂସ୍ଥା ବିନା ନୋଟିସ ରେ ଘରୁ ବିଦ୍ୟୁତ କାଟିବାରୁ କାର୍ଯ୍ୟାଳୟ ଆଗରେ ଦିବା ରାତ୍ର ଧାରଣାରେ ବସିଛନ୍ତି ଉପଭୋକ୍ତା l କାର୍ଯ୍ୟାଳୟ ଆଗରେ ରୋଷେଇ କରି ଅହରାତ୍ର ଧାରଣାରେ ବସିଛନ୍ତି 57 ପରିବାର l ଏହିଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଆସିକା ସହର ତାଲୁକା ଛକ ନିକଟ ଟିପିଏସଓଡ଼ିଏଲ କାର୍ଯ୍ୟାଳୟ ଆଗରେ l ଜୟପୁର ଗ୍ରାମ ଖଦାଳ ସାହିର ବହୁ ପରିବାର ଆଜି ସକାଳ ଠାରୁ ରାତି ପର୍ଯ୍ୟନ୍ତ ଦିବା ରାତ୍ର ଧାରଣା ରେ ବସିଥିବା ଦେଖିବାକୁ ମିଳିଛି l