Public App Logo
Jansamasya
News
पुलिस
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Up
Iyc
Bollywood
Patna
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi

ଧରାକୋଟ: ବାହାରପୁର ପଞ୍ଚାୟତରେ ଧାନ ମଣ୍ଡି ଖୋଲିଥିଲେବି ଉଠୁନି ଧାନ,ତହସିଲଦାର ଙ୍କୁ ଅଭିଯୋଗ କଲେ ଚାଷୀ

Dharakote, Ganjam | Jan 13, 2026
ଗଞ୍ଜାମ ଜିଲ୍ଲା ଚାଷୀଙ୍କ ମୁଖ୍ୟ ସମସ୍ୟା ପାଲଟିଛି ଧାନ ମଣ୍ଡି ବ୍ୟବସ୍ଥା l କେହୁଠି ଧାନ ମଣ୍ଡି ଉଦଘାଟନ ହୋଇଥିବା ବେଳେ ଉଠୁନି ଧାନ l ତକେହୁଠି ମଣ୍ଡି ଖୋଲିବାର ନଧରୁନି l ଜିଲ୍ଲା ସାରା ମଣ୍ଡି ସମସ୍ୟା କୁ ନେଇ ଚାଷୀ ଘାଣ୍ଟି ସନ୍ତୁଳି ହେଉଥିବା ବେଳେ ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ ଚାଷୀ ଙ୍କୁ ମଧ୍ୟ ହଇରାଣ କଲାଣି ମଣ୍ଡି ସମସ୍ୟା l ପଞ୍ଚାୟତ ରେ ଗତ 23 ତାରିଖ ରୁ ମଣ୍ଡି ଖୋଲିଥିଲେବି ଏଯାଏ ଧାନ ଉଠିପାରୁନି l ଫଳରେ ଚାଷୀ ଅମଳ ଧାନକୁ ନିଜ ପାଖରେ ରଖି ଭୟଭୀତ ଅବସ୍ଥାରେ ରହିଛନ୍ତି l