Public App Logo
Jansamasya
News
पुलिस
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Up
Iyc
Bollywood
Patna
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi

ପୋଲସରା: ବାଲିଛାଇ ଗ୍ରାମରେ ଅଗ୍ନିକାଣ୍ଡରେ ଧାନ ଗଦା ପୋଡ଼ି ଘଟଣା ରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଲେ ମନ୍ତ୍ରୀ,ସରକାରୀ ସହାୟତାପାଇଁ ଦେଲେ ପ୍ରତିଶୃତି

Polasara, Ganjam | Jan 12, 2026
ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ବାଲିଛାଇ ଗ୍ରାମର ଚାଷ ଜମିରେ ଗଦା ହୋଇଥିବା ଅମଳ ଧାନ ଗଦାରେ ଗତ ଶନିବାର ଦିନ ଅଗ୍ନିକାଣ୍ଡ ଘଟିଥିଲା l ଅଗ୍ନିକାଣ୍ଡ ରେ ୧୦ ଜଣ ଚାଷୀ ଙ୍କ ଧାନ ପାଉଁଶ ହୋଇଯାଇଥିବା ବେଳେ ଆଜି କ୍ଷତି ଗ୍ରସ୍ତ ଚାଷୀ ଙ୍କୁ ସାକ୍ଷାତ କରିଛନ୍ତି ପୋଲସରା ବିଧାୟକ ତଥା ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ କ୍ଷୁଦ୍ର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ l ସେ ଗ୍ରାମରେ ପହଞ୍ଚି ସମାଜସେବୀ ତଥା ଯୁବ ନେତା ଜଗନ୍ନାଥ ବାଢେଇ ଓ ବହୁ ଆଗଧାଡିର ନେତା ଙ୍କ ସହ ମିଶି ଧାନ ପୋଡ଼ି ଘଟଣା ସ୍ଥଳରେ ପହଞ୍ଚି କ୍ଷୟ କ୍ଷତି ବୁଲି ଦେଖିଥିଲେ l
ପୋଲସରା: ବାଲିଛାଇ ଗ୍ରାମରେ ଅଗ୍ନିକାଣ୍ଡରେ ଧାନ ଗଦା ପୋଡ଼ି ଘଟଣା ରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଲେ ମନ୍ତ୍ରୀ,ସରକାରୀ ସହାୟତାପାଇଁ ଦେଲେ ପ୍ରତିଶୃତି - Polasara News