Public App Logo
Profile Picture

Gadajat Samachar

@gadajatnews
37699Followers
0Following
କଟକ ପୌରାଞ୍ଚଳ: ନୁଖାପଡା ସ୍ଥିତ ଏକ ଷ୍ଟଡ଼ି ସେଣ୍ଟର ରୁ ସାଇକେଲ ଚୋରି ବେଳେ ଧରା ପଡିଲେ ଯୁବକ।
କଟକ ପୌରାଞ୍ଚଳ: ଓଲବ ପଂଚାୟତ ର ବିଭିନ୍ନ ଗାଁରେ ବିଧାୟକ ଙ୍କର ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ
କଟକ ପୌରାଞ୍ଚଳ: ନରସିଂହପୁର ନୂଆପାଟଣା ଗ୍ରାମରେ ଅତ୍ୟଧିକ ମଦ ବିକ୍ରି କୁ ନେଇ ତାତିଲେ ଯୁବ ଗୋଷ୍ଠି। ଦେଲେ ଚେତାବତୀ।
କଟକ ପୌରାଞ୍ଚଳ: କୋକଳବା ନିକଟରେ ନରସିଂହପୁରରୁ ମାର୍ବଲ ନେଇ ପୁରୁଷୋତ୍ତମପୁର ଯାଉଥିବା ଏକ ମାର୍ବଲ ବୋଝେଇ  ଅଟୋ ଓଲଟିଲା
କଟକ ପୌରାଞ୍ଚଳ: ବାଙ୍ଗେରୀସିଙ୍ଗା ଗାଁରେ ବାଇକ ଦୁର୍ଘଟଣା ଜାଣେ ଆହତ
କଟକ ପୌରାଞ୍ଚଳ: ବଡମ୍ବା ଗୋଜାପଡା ଗାଁକୁ ନାହିଁ ରାସ୍ତା, ଅଭିଯୋଗ ଆଣିଲେ ଗ୍ରାମବାସୀ <nis:link nis:type=tag nis:id=jansamasya nis:value=jansamasya nis:enabled=true nis:link/>
କଟକ ପୌରାଞ୍ଚଳ: ବାଙ୍କୀ କରବର ଠାରେ ଅବକାରୀ ଚଢ଼ାଉ, ଦୁଇ ଗିରଫ
କଟକ ପୌରାଞ୍ଚଳ: ବଡମ୍ବା ଧୋବଣୀ ନାଳ ଠାରୁ ଗୋ ମାଫିଆକୁ ଗିରଫ କଲା ପୋଲିସ
କଟକ ପୌରାଞ୍ଚଳ: ଅପରାହ୍ନରେ ବଡ଼ମ୍ବା ର ଭଟ୍ଟାରିକା ପୀଠ ଠାରେ ବିଜେଡି ର ୨୯ ନମ୍ବର ଜୋନ ର ସାଙ୍ଗଠାନିକ କର୍ମୀ ସମ୍ମିଳନୀ  ଅନୁଷ୍ଠିତ ହୋଇଯାଇଛି ।
କଟକ ପୌରାଞ୍ଚଳ: ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀ କୁଲାଇଲୋ ଗ୍ରାମପଞ୍ଚାୟତ ରେ ବିଜେପି ନେତା ଅଭୟ କୁମାର ବାରିକ୍ ଙ୍କ ସଭାପତିତ୍ବ ରେ ମିଶ୍ରଣ ପର୍ବ
କଟକ ପୌରାଞ୍ଚଳ: କଟକ ଜିଲ୍ଲାପାଳ ଙ୍କର ସମ୍ମିଳନୀ କକ୍ଷ ରେ ଉପ ମୁଖ୍ୟମନ୍ତ୍ରୀ ଙ୍କର ସମୀକ୍ଷା ବୈଠକ
କଟକ ପୌରାଞ୍ଚଳ: କଟକ ତଳବାଲିଯାତ୍ରା ପଡ଼ିଆରେ ହେବାକୁ ଥିବା ନାରୀ ଶକ୍ତିମେଳା ପାଇଁ ପ୍ରସ୍ତୁତିର ସମୀକ୍ଷା କଲେ ଉପ ମୁଖ୍ୟମନ୍ତ୍ରୀ
କଟକ ପୌରାଞ୍ଚଳ: ପୋତାପୋଖରୀ ଚର୍ଚ୍ଚ ନିକଟରେ ବାଇକି ଉପରେ ଚଡ଼ିଲା ଟ୍ରାକ୍ଟର ଗାଡ଼ି । ଅଳ୍ପେ କେ ବଞ୍ଚିଲେ ବାଇକି ଆରୋହୀ।
କଟକ ପୌରାଞ୍ଚଳ: ବଡମ୍ବା ଗୋପପୁର ନିକଟରୁ ବେଆଇନ ଗୋରୁ ବୋଝେଇ ଗାଡି ଜବତ, ଚାଲାଣକାରୀ ଗିରଫ
କଟକ ପୌରାଞ୍ଚଳ: କଇଁମୁଣ୍ଡି ଘାଟରେ ଗାଧୋଇବା ବେଳେ ଗୋଟିଏ ପରିବାରର ଭାସିଗଲେ ୪ ଜଣ, ୩ ଜଣ ଉଦ୍ଧାର ଓ ଜଣେ ନିଖୋଜ
କଟକ ପୌରାଞ୍ଚଳ: ତିଗିରିଆ ପୋଲିସ ଉପରକୁ ୨୦୨୪ ମସିହା  ଢେଲାମାଡ ଘଟଣାରେ ତିଗିରିଆ ପୋଲିସ ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି
କଟକ ପୌରାଞ୍ଚଳ: ଋଷିପଡ଼ା ଛକ ନିକଟରେ ଅଜଣା ଗାଡି ଧକ୍କାରେ ମାନସିକ ବିକାରଗ୍ରସ୍ତ ମହିଳା ମୃତ
କଟକ ପୌରାଞ୍ଚଳ: ନରସିଂହପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ମଦ୍ୟପ ଯୁବକଙ୍କର ଉନ୍ମୁକ୍ତ କାଣ୍ଡ, ତାଲା ଭାଙ୍ଗି ଆସବାବପତ୍ର ଚୋରି
କଟକ ପୌରାଞ୍ଚଳ: ଜିଲିଣ୍ଡା ହାଟ ପଡିଆ ଠାରେ ବିଧାୟକଙ୍କ ନିଶାମୁକ୍ତି ସଂକଳ୍ପ ସମାବେଶ
ଯୋଗଦେଲେ ଶହ ଶହ ମହିଳା
କଟକ ପୌରାଞ୍ଚଳ: ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡାଳୁଆ ଖଣ୍ଡୁଆଳୀ ସଂରକ୍ଷିତ ଜଙ୍ଗଲରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ
କଟକ ପୌରାଞ୍ଚଳ: ଆଠଗଡ଼ ଉପଜିଲ୍ଲାପାଳ କାର୍ଯ୍ୟାଳୟ ରୁ "ନିଶା ନୁହେଁ ଜୀବନ"କଟକ ଜିଲ୍ଲା ଅବକାରୀ ସୁପରିଟେଣ୍ଡେଣ୍ଟ କରୁଣା ଶଙ୍କର ତିଓ୍ବାରୀ ଙ୍କ ଦ୍ୱାରା ଶୁଭାରମ
କଟକ ପୌରାଞ୍ଚଳ: ମିଶନ ଶକ୍ତି ପକ୍ଷରୁ ନରସିଂହପୁର କଲେଜରେ ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ, ଯୋଗଦେଲେ ବିଧାୟକ
କଟକ ପୌରାଞ୍ଚଳ: ଜବରଉଛେଦ ଦାବୀରେ ନରସିଂହପୁର ତହସିଲ ଅଫିସରେ ଦାବିପତ୍ର ପ୍ରଦାନ କଲେ ଲେମ୍ବୋ, ଜେନା ସାହି ଗ୍ରାମବାସୀ
କଟକ ପୌରାଞ୍ଚଳ: ଜୟପୁର ଅନନ୍ତ ପ୍ରସାଦ ଗ୍ରାମର ଜଣେ ବ୍ୟକ୍ତି ବାରହା ଆକ୍ରମଣରେ ଆହତ
କଟକ ପୌରାଞ୍ଚଳ: ଶେଷ ଗାଁ ଛକ ନିକଟରେ ସଡ଼କ ଦୁର୍ଘଟଣା
Gadajat Samachar (@gadajatnews) | Public App