କଟକ ପୌରାଞ୍ଚଳ: ଜବରଉଛେଦ ଦାବୀରେ ନରସିଂହପୁର ତହସିଲ ଅଫିସରେ ଦାବିପତ୍ର ପ୍ରଦାନ କଲେ ଲେମ୍ବୋ, ଜେନା ସାହି ଗ୍ରାମବାସୀ
ମଧ୍ୟାନ୍ନ ରେ ରାସ୍ତାରୁ ହଟୁନି ଜବରଦଖଲ, ନିର୍ମାଣ ହୋଇ ପାରୁନି ରାସ୍ତା । ଜବରଉଛେଦ ଦାବୀରେ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ କଲେ ଲେମ୍ବୋ, ଜେନା ସାହି,ନନ୍ଦକିଶୋରପୁର,ମହୁରାଖୁଆ, ଗ୍ରାମବାସୀ।