Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana
No video available

କଟକ ପୌରାଞ୍ଚଳ: କୋକଳବା ନିକଟରେ ନରସିଂହପୁରରୁ ମାର୍ବଲ ନେଇ ପୁରୁଷୋତ୍ତମପୁର ଯାଉଥିବା ଏକ ମାର୍ବଲ ବୋଝେଇ ଅଟୋ ଓଲଟିଲା

ରାତ୍ରି ରେ ଓଲଟିଲା ମାର୍ବଲ ବୋଝେଇ ଅଟୋ । କୋକଳବା ନିକଟରେ ନରସିଂହପୁରରୁ ମାର୍ବଲ ନେଇ ପୁରୁଷୋତ୍ତମପୁର ଯାଉଥିବା ଏକ ମାର୍ବଲ ବୋଝେଇ ଅଟୋ କୋକଳବା ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଛି।ତେବେ ଅଟୋ ରେ ଥିବା ସମସ୍ତ ସୁରକ୍ଷିତ ଥିବା ଜଣା ପଡିଛି।
କଟକ ପୌରାଞ୍ଚଳ: କୋକଳବା ନିକଟରେ ନରସିଂହପୁରରୁ ମାର୍ବଲ ନେଇ ପୁରୁଷୋତ୍ତମପୁର ଯାଉଥିବା ଏକ ମାର୍ବଲ ବୋଝେଇ ଅଟୋ ଓଲଟିଲା - Cuttack M Corp PS News