କଟକ ପୌରାଞ୍ଚଳ: ବଡମ୍ବା ଧୋବଣୀ ନାଳ ଠାରୁ ଗୋ ମାଫିଆକୁ ଗିରଫ କଲା ପୋଲିସ
ଅପରାହ୍ନ ରେ ତିଗିରିଆ ଗୋ ତସ୍କରି ଓ ବଡମ୍ବା ନରସିଂହପୁର କାନପୁର ଓ ବଡମ୍ବା ଓ ମାଣିଆବନ୍ଧ ଥାନା ଅଞ୍ଚଳରୁ ଗୋରୁ ଯୋଗାଉଥିବା ଗୋ ମାଫିଆ ଙ୍କ ସର୍ଦାର ୟୁସୁଫ ଖାନ କୁ ଗିରଫ କଲା ବଡମ୍ବା ପୋଲିସ। କୁଖ୍ୟାତ ଗୋ ମାଫିଆ ୟୁସୁଫ ଖାନ କୁ ଗିରଫ କଲା ବଡ଼ମ୍ବା ପୋଲିସ। ୟୁସୁଫ ନାମରେ ନରସିଂହପୁର, କାନପୁର, ତିଗିରିଆ ଥାନା ସହ ବିଭିନ୍ନ ଥାନାରେ ରହିଛି ଏକାଧିକ ମାମଲା ।