କଟକ ପୌରାଞ୍ଚଳ: ମିଶନ ଶକ୍ତି ପକ୍ଷରୁ ନରସିଂହପୁର କଲେଜରେ ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ, ଯୋଗଦେଲେ ବିଧାୟକ
ମଧ୍ୟାନ୍ନ ରେ ନରସିଂହପୁର ମିଶନଶକ୍ତି ପକ୍ଷରୁ ନରସିଂହପୁର ମହାବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ସୁଭଦ୍ରାଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ବିଧାୟକ ବଡମ୍ବା ନରସିଂହପୁର ଏହି କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ। ବ୍ଲକ ର ବିଭିନ୍ନ ପଂଚାୟତ ର ମିଶନ ଶକ୍ତି ମହିଳା ଗୋଷ୍ଠି ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ସହ ପ୍ରମୂଖ ଉପସ୍ଥିତ ଥିଲେ।