Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana
No video available

କଟକ ପୌରାଞ୍ଚଳ: ବାଙ୍କୀ କରବର ଠାରେ ଅବକାରୀ ଚଢ଼ାଉ, ଦୁଇ ଗିରଫ

ରାତ୍ରି ରେ କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଙ୍କ ନିର୍ଦ୍ଦେଶ କ୍ରମେ ଆଠଗଡ ଅବକାରୀ ଉପ ଅଧିକ୍ଷକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବାଙ୍କୀ କରବର ଠାରେ ଚଢାଉ କରି ୨ ଜଣ ମଦ ମାଫିଆ ଗିରଫ କରିଥିବା ବେଳେ, ମଦ ବୁହାଯାଉଥିବା ଗାଡ଼ି ନମ୍ୱର୍ OD 05 BL କୁ ଜବତ କରିଥିବା ସୂଚନା ମିଳିଛି।୫୪୦ ଲିଟର ଦେଶୀ ମଦ ଧରାହୋଇଥିବା ବାଙ୍କୀ ଅବକାରୀ ଅଧିକାରୀ ସୌମ୍ୟରଞ୍ଜନ ମାଝିଙ୍କ ସୁଚନା ଦେଇଛନ୍ତି