Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana
No video available

କଟକ ପୌରାଞ୍ଚଳ: ଜିଲିଣ୍ଡା ହାଟ ପଡିଆ ଠାରେ ବିଧାୟକଙ୍କ ନିଶାମୁକ୍ତି ସଂକଳ୍ପ ସମାବେଶ ଯୋଗଦେଲେ ଶହ ଶହ ମହିଳା

ଅପରାହ୍ନ ରେ ବଡମ୍ବା ନରସିଂହପୁର ବିଧାୟକ ଙ୍କର ନିଶା ମୁକ୍ତି ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଛି। ନରସିଂହପୁର ବ୍ଲକ ଅନ୍ତର୍ଗତ ଜିଲିଣ୍ଡା ହାଟ ପଡିଆ ନିକଟରେ ନିଶା ମୁକ୍ତି ସଂକଳ୍ପ ସମାବେଶ ରେ ସାମିଲ ହେଲେ ବଡମ୍ବା ନରସିଂହପୁର ବିଧାୟକ ଶ୍ରୀ ବିଜୟ ଦଳ ବେହେରା। ନିଶା କୁ ସମ୍ପୂର୍ଣ୍ଣ ବନ୍ଦ ପାଇଁ ସ୍ଥାନୀୟ ଅଞ୍ଚଳର ଶହ ଶହ ମହିଳା ମଧ୍ୟ ପ୍ଲା କାର୍ଡ ଧରି ସାମିଲ ହୋଇଥିଲେ। ବସନ୍ତପୁର ପଞ୍ଚାୟତର ଜିଲିଣ୍ଡା ମଧ୍ୟ ଇଂରାଜୀ ବିଦ୍ୟାଳୟ ରୁ ଆରମ୍ଭ ଜିଲିଣ୍ଡା ଜୟ ମଙ୍ଗଳପୁର, ଜଗନ୍ନାଥପୁର, ହିଂଜିଳିଖାଲ,ବସନ୍ତପୁର ଅଞ୍ଚଳରେ ଦେଇ ହାଟ ପଡିଆ କୁ ଆସିଥିଲେ।
କଟକ ପୌରାଞ୍ଚଳ: ଜିଲିଣ୍ଡା ହାଟ ପଡିଆ ଠାରେ ବିଧାୟକଙ୍କ ନିଶାମୁକ୍ତି ସଂକଳ୍ପ ସମାବେଶ ଯୋଗଦେଲେ ଶହ ଶହ ମହିଳା - Cuttack M Corp PS News