କଟକ ପୌରାଞ୍ଚଳ: ବଡମ୍ବା ଗୋଜାପଡା ଗାଁକୁ ନାହିଁ ରାସ୍ତା, ଅଭିଯୋଗ ଆଣିଲେ ଗ୍ରାମବାସୀ <nis:link nis:type=tag nis:id=jansamasya nis:value=jansamasya nis:enabled=true nis:link/>
ବଡମ୍ବା ଗୋଜା ପଡା ଗାଁକୁ ନାହଁ ରାସ୍ତା। ଏନେଇ ଗ୍ରାମବାସୀ ଆଜି ଅଭିଯୋଗ ଆଣିଛନ୍ତି।ବିଭାଗୀୟ କର୍ତ୍ତୃପକ୍ଷ ଙ୍କୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ କେହି ଶୁଣୁ ନଥିବା ଅଭିଯୋଗ ହୋଇଛି।