Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana
No video available

କଟକ ପୌରାଞ୍ଚଳ: କଇଁମୁଣ୍ଡି ଘାଟରେ ଗାଧୋଇବା ବେଳେ ଗୋଟିଏ ପରିବାରର ଭାସିଗଲେ ୪ ଜଣ, ୩ ଜଣ ଉଦ୍ଧାର ଓ ଜଣେ ନିଖୋଜ

ମଧ୍ୟାନ୍ନ ରେ କଟକ ଜିଲ୍ଲା ବାଙ୍କୀ ମହାନଦୀରେ ବଡ଼ ଅଘଟଣ ମହାନଦୀରେ ଭାସିଯାଇ ଜଣେ ନିଖୋଜ। କଇଁମୁଣ୍ଡି ଘାଟରେ ଗାଧେଇବା ବେଳେ ଅଘଟଣ। ଭାସିଯାଇଥିଲେ ପରିବାରର ୪ଜଣ, ୩ ଉଦ୍ଧାର। ନିଖୋଜଙ୍କୁ ଖୋଜିବାକୁ ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ। ସମସ୍ତଙ୍କ ବୟସ ୮ରୁ ୧୦ ବର୍ଷ ହୋଇଥିବା ସୂଚନା।