Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana
No video available

କଟକ ପୌରାଞ୍ଚଳ: କଟକ ତଳବାଲିଯାତ୍ରା ପଡ଼ିଆରେ ହେବାକୁ ଥିବା ନାରୀ ଶକ୍ତିମେଳା ପାଇଁ ପ୍ରସ୍ତୁତିର ସମୀକ୍ଷା କଲେ ଉପ ମୁଖ୍ୟମନ୍ତ୍ରୀ

ଆସନ୍ତା ୧୩ ତାରିଖରେ କଟକ ତଳ ବାଲିଯାତ୍ରା ପଡ଼ିଆରେ ହେବାକୁ ଥିବା ନାରୀ ଶକ୍ତି ମେଳା କାର୍ଯ୍ୟ ପାଇଁ ମାଧ୍ୟନ୍ନ ରେ ଆଜି ପ୍ରସ୍ତୁତିର ସମୀକ୍ଷା କଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଜିଲ୍ଲାପାଳଙ୍କ ସହ ଅନେକ ଜିଲ୍ଲା ପ୍ରଶାସନର ଅଧିକାରୀ ଉପସ୍ଥିତ ଥିଲେ।
କଟକ ପୌରାଞ୍ଚଳ: କଟକ ତଳବାଲିଯାତ୍ରା ପଡ଼ିଆରେ ହେବାକୁ ଥିବା ନାରୀ ଶକ୍ତିମେଳା ପାଇଁ ପ୍ରସ୍ତୁତିର ସମୀକ୍ଷା କଲେ ଉପ ମୁଖ୍ୟମନ୍ତ୍ରୀ - Cuttack M Corp PS News