କଟକ ପୌରାଞ୍ଚଳ: ଋଷିପଡ଼ା ଛକ ନିକଟରେ ଅଜଣା ଗାଡି ଧକ୍କାରେ ମାନସିକ ବିକାରଗ୍ରସ୍ତ ମହିଳା ମୃତ
ସକାଳେ ଜଣେ ମାନସିକ ବିକାରଗ୍ରସ୍ତ ମହିଳା ଜଣଙ୍କ ର ମୃତ୍ୟୁ ହୋଇଥିଲା। ଋଷିପଡ଼ା ଛକ ନିକଟରେ ଅଜଣା ଗାଡି ଧକ୍କାରେ ହୋଇଥିବା ସୂଚନା। କାନପୁର ଥାନା UD case ନମ୍ୱର୍ - 9 ଏକ ଅପମୃତ୍ୟୁ ମାମଲା ଦାୟର ହୋଇଛି। ମହିଳାଙ୍କ ପରିଚୟ ମିଳିପାରି ନାହିଁ। ଅପରାହ୍ନ ରେ ସାଇଣ୍ଟିଫିକ ଟିମ ଆସିବା ପରେ ମୃତଦେହ ଉଠିଥିଲା।