କଟକ ପୌରାଞ୍ଚଳ: ପୋତାପୋଖରୀ ଚର୍ଚ୍ଚ ନିକଟରେ ବାଇକି ଉପରେ ଚଡ଼ିଲା ଟ୍ରାକ୍ଟର ଗାଡ଼ି । ଅଳ୍ପେ କେ ବଞ୍ଚିଲେ ବାଇକି ଆରୋହୀ।
ମଧ୍ୟାନ୍ନ ରେ ପୋତାପୋଖରୀ ଚର୍ଚ୍ଚ ନିକଟରେ ବାଇକି ଉପରେ ଚଡ଼ିଲା ଟ୍ରାକ୍ଟର ଗାଡ଼ି । ଅଳ୍ପେ କେ ବଞ୍ଚିଲେ ବାଇକି ଆରୋହୀ। ଘଟଣା ଘଟିଛି କଟକ ପୋତାପୋଖରୀ ନେତାଜୀ ଫିଲ୍ଡ ଆଗକୁ ଚର୍ଜ ସାମ୍ନା।