କଟକ ପୌରାଞ୍ଚଳ: ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀ କୁଲାଇଲୋ ଗ୍ରାମପଞ୍ଚାୟତ ରେ ବିଜେପି ନେତା ଅଭୟ କୁମାର ବାରିକ୍ ଙ୍କ ସଭାପତିତ୍ବ ରେ ମିଶ୍ରଣ ପର୍ବ
ଅପରାହ୍ନ ରେ ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀ କୁଲାଇଲୋ ଗ୍ରାମପଞ୍ଚାୟତ ରେ ବିଜେପି ନେତା ଅଭୟ କୁମାର ବାରିକ୍ ଙ୍କ ସଭାପତିତ୍ବ ରେ ମିଶ୍ରଣ ପର୍ବ। ବିଜେଡ଼ି ଓ।କଂଗ୍ରେସ ଛାଡି ବିଭିନ୍ନ କର୍ମୀ ବିଜେପି ରେ ସାମିଲ ହୋଇଥିଲେ।