Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana
No video available

କଟକ ପୌରାଞ୍ଚଳ: ବଡମ୍ବା ଗୋପପୁର ନିକଟରୁ ବେଆଇନ ଗୋରୁ ବୋଝେଇ ଗାଡି ଜବତ, ଚାଲାଣକାରୀ ଗିରଫ

ବଡମ୍ବା ଅଞ୍ଚଳରେ ବିଳମ୍ବିତ ରାତ୍ରିରେ ଗୋଚାଲାଣ ବେଳେ ମଙ୍ଗରାଜପୁର ଗାଁର ଯୋଗେଶ ଦଳେଇ ଙ୍କୁ ଅପରାହ୍ନ ରେ ବଡମ୍ବା ଥାନା ପୋଲିସ ଗିରଫ କରିଛି। ଖଏରପଙ୍ଗା ଗାଁରୁ ବିଳମ୍ବିତ ରାତ୍ରି ରେ କାଞ୍ଜିଆପାଳ କୁ ଗୋଚାଲାଣ ବେଳେ ପୋଲିସ ଗାଡି ଜବତ କରିଛି ପୋଲିସ। ବଡମ୍ବା ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।

MORE NEWS