କଟକ ପୌରାଞ୍ଚଳ: ଆଠଗଡ଼ ଉପଜିଲ୍ଲାପାଳ କାର୍ଯ୍ୟାଳୟ ରୁ "ନିଶା ନୁହେଁ ଜୀବନ"କଟକ ଜିଲ୍ଲା ଅବକାରୀ ସୁପରିଟେଣ୍ଡେଣ୍ଟ କରୁଣା ଶଙ୍କର ତିଓ୍ବାରୀ ଙ୍କ ଦ୍ୱାରା ଶୁଭାରମ
ମଧ୍ୟାନ୍ନ ରେ ଆଠଗଡ଼ ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ରୁ "ନିଶା ନୁହେଁ ଜୀବନ" ରଥ ଶୁଭାରମ୍ଭ ହୋଇଛି। ଏନେଇ କଣ କହୁଛନ୍ତି କଟକ ଜିଲ୍ଲା ଅବକାରୀ ସୁପରିଟେଣ୍ଡେଣ୍ଟ କରୁଣା ଶଙ୍କର ତିଓ୍ବାରୀ ଶୁଣନ୍ତୁ।