କଟକ ପୌରାଞ୍ଚଳ: ନରସିଂହପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ମଦ୍ୟପ ଯୁବକଙ୍କର ଉନ୍ମୁକ୍ତ କାଣ୍ଡ, ତାଲା ଭାଙ୍ଗି ଆସବାବପତ୍ର ଚୋରି
ଅପରାହ୍ନ ରେ ନିଜିଗଡ଼ ପଂଚାୟତ କାର୍ଯ୍ୟାଳୟ ନିକଟରେ ଥିବା ନରସିଂହପୁର ବାଳିକା ଉଚ୍ଚ ବିଦ୍ୟାଳୟ ରେ ମଦ୍ୟପ ଯୁବକ ଙ୍କର ଉନ୍ମୁକ୍ତ କାଣ୍ଡ ଦେଖିବାକୁ ମିଳିଛି। ଏନେଇ ପୋଲିସ କୁ ଅଭିଯୋଗ ପରେ ଛାନଭିନ ଆରମ୍ଭ କରିଛି ପୋଲିସ।