Public App Logo
Jansamasya
News
Bjp
National
Police
Bihar
बिहार
कांग्रेस
भाजपा
Congress
Modi
Delhi
Viral
Jharkhand
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Uttarakhand
Sambalpur
Crimenews
Karnataka
Aap
Kota
No video available

କଟକ ପୌରାଞ୍ଚଳ: ତିଗିରିଆ ପୋଲିସ ଉପରକୁ ୨୦୨୪ ମସିହା ଢେଲାମାଡ ଘଟଣାରେ ତିଗିରିଆ ପୋଲିସ ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି

ସକାଳେ ତିଗିରିଆ ପୋଲିସ ଉପରକୁ ୨୦୨୪ ମସିହା ଢେଲାମାଡ ଘଟଣାରେ ତିଗିରିଆ ପୋଲିସ ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତିନ ଅଭିଯୁକ୍ତ ହେଲେ ଦିଲ୍ଲୀପ କୁମାର ସାହୁ ବିକାଶ କୁମାର ସାହୁ ଓ ଜଗବନ୍ଧୁ ସାହୁ ଏ ସମସ୍ତଙ୍କ ଘର ତିଗିରିଆ ଥାନା ଅନ୍ତର୍ଗତ ବିନ୍ଧାଣିମା ତନ୍ତିସାହି ର ବୋଲି ତିଗିରିଆ ଥାନା ଅଧିକାରୀ ସମରେନ୍ଦ୍ର ପାଇକରାୟ ସୂଚନା ଦେଇଛନ୍ତି।

MORE NEWS

କଟକ ପୌରାଞ୍ଚଳ: ତିଗିରିଆ ପୋଲିସ ଉପରକୁ ୨୦୨୪ ମସିହା ଢେଲାମାଡ ଘଟଣାରେ ତିଗିରିଆ ପୋଲିସ ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି - Cuttack M Corp PS News