Public App Logo
Profile Picture

Baripada News

@newsmayurbhanj11
146142Followers
2Following
ବାରିପଦା ମ୍ୟୁନିସିପାଲଟି: ଏଆଇ କ୍ୟାମେରା ଜରିଆରେ ଶିମିଳିପାଳ ଅଭୟାରଣ୍ୟରୁ ଧରାପଡିଲେ ୨ ଜଣ ଅନୁପ୍ରବେଶକାରୀ
ବାରିପଦା ମ୍ୟୁନିସିପାଲଟି: ଶ୍ରୀ ଜଗନ୍ନାଥଙ୍କୁ ନେଇ ସମ୍ବିତ ପାତ୍ରଙ୍କ ଅରୁଚିକର ବୟାନ ବିରୋଧରେ ବଡ଼ବଜାର ଠାରେ ସେବାୟତ ସଂଘ ପକ୍ଷରୁ ନିନ୍ଦା ସହ ପ୍ରତିବାଦ
ବାରିପଦା ମ୍ୟୁନିସିପାଲଟି: ବଜ୍ରପାତ ସହ ବୃଷ୍ଟିପାତ ନେଇ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
ବାରିପଦା ମ୍ୟୁନିସିପାଲଟି: ଆଦିବାସୀ ସେଙ୍ଗେଲ ଆଭିଯାନ ପକ୍ଷରୁ ଅବସରପ୍ରାପ୍ତ କର୍ମଚାରୀ ଭବନରେ ନିର୍ବାଚନୀ ସଭା ଅନୁଷ୍ଠିତ
ବାରିପଦା ମ୍ୟୁନିସିପାଲଟି: ପ୍ରଫୁଲ୍ଲନଗର ଅଞ୍ଚଳରେ ଚଢାଉ କରି ମଦ ଜବତ ସହ ବେପାରୀକୁ ଗିରଫ କଲା  ଟାଉନ ଥାନା ପୋଲିସ
ବାରିପଦା ମ୍ୟୁନିସିପାଲଟି: ପେଟ୍ରୋଲିଂ ବେଳେ ମହୁଳିଆ ଅଞ୍ଚଳରୁ ମଦ ଜବତ କଲା ପୁଲିସ, ଜଣେ ଗିରଫ
ବାରିପଦା ମ୍ୟୁନିସିପାଲଟି: ସ୍ୱାମୀ ଓ ସ୍ତ୍ରୀ ଝଗଡାକୁ ନେଇ ଗଣ୍ଡଗୋଳ, ଦାରୋଗାଡାହି ଠାରେ ଭାଇର ଭୁଜାଲି ମାଡ଼ର ଶିକାର ହେଲେ ଭଉଣୀ ଓ ଭଣଜା
ବାରିପଦା ମ୍ୟୁନିସିପାଲଟି: ସୁଦୀଆମ ଗ୍ରାମାଞ୍ଚଳରେ ପୋଲିସର ପାଟ୍ରୋଲିଂ ବେଳେ ମଦ ଜବତ ସହ ଜଣେ ଗିରଫ
ବାରିପଦା ମ୍ୟୁନିସିପାଲଟି: ସହର ସ୍ଥିତ ବସଷ୍ଟାଣ୍ଡ ନିକଟରୁ ବେଆଇନ ମଦ ଜବତ, ଜଣେ ଗିରଫ
ବାରିପଦା ମ୍ୟୁନିସିପାଲଟି: ପାଇକବସା ବିଦ୍ୟାଳୟରେ ବିଭିନ୍ନ ଅନିୟମିତତା ନେଇ ବାରିପଦା ସ୍ଥିତ କାର୍ଯ୍ୟାଳୟରେ ଡିଇଓଙ୍କୁ ଅଭିଯୋଗ କଲେ ସ୍ଥାନୀୟ ଲୋକେ
ବାରିପଦା ମ୍ୟୁନିସିପାଲଟି: ବାଘଡାରୋଡ ଠାରେ ବିଦ୍ୟୁତ ଚୋରିକୁ ବିରୋଧ କରିବାରୁ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ, ଥାନାରେ ଅଭିଯୋଗ
ବାରିପଦା ମ୍ୟୁନିସିପାଲଟି: ମଞ୍ଚାବନ୍ଧା ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିଲା କାର
ବାରିପଦା ମ୍ୟୁନିସିପାଲଟି: ଖୁଣ୍ଟାପାଳ ଗ୍ରାମରେ ଶାଶୁ ଓ ପତ୍ନୀଙ୍କ ହତ୍ୟାକାଣ୍ଡ ମାମଲାରେ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ
ବାରିପଦା ମ୍ୟୁନିସିପାଲଟି: ମୁର୍ଗାବାଡ଼ି ସ୍ଥିତ ଢ଼ାବାରୁ ମଦ ଜବତ, ଜଣେ ଗିରଫ
ବାରିପଦା ମ୍ୟୁନିସିପାଲଟି: ଗୌଡ଼ଡିହା ଅଞ୍ଚଳରେ ଲୋକଙ୍କ ଅନୁପସ୍ଥିତିରେ ପୁଣି ଘରୁ ଚୋରି ନେଇ ଥାନାରେ ଅଭିଯୋଗ
ବାରିପଦା ମ୍ୟୁନିସିପାଲଟି: ଷ୍ଟେସନ ବଜାର ହାଟରୁ ମଦ ଜବତ ସହ ଜଣକୁ ଗିରଫ କଲା ପୋଲିସ
ବାରିପଦା ମ୍ୟୁନିସିପାଲଟି: ନିର୍ବାଚନ କାର୍ଯ୍ୟରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ, ଜଣେ ଶିକ୍ଷକ ନିଲମ୍ବିତ ସମେତ ୧୪ ଜଣଙ୍କ ଦରମା ବନ୍ଦ
ବାରିପଦା ମ୍ୟୁନିସିପାଲଟି: ପଥରଚକୁଳି ଅଞ୍ଚଳର ବ୍ୟାଙ୍କ ମିତ୍ରଙ୍କୁ ଆକ୍ରମଣ ସହ ଜୀବନରୁ ମାରିଦେବାକୁ ଧମକ ଦେବା ନେଇ ଥାନାରେ ଅଭିଯୋଗ
ବାରିପଦା ମ୍ୟୁନିସିପାଲଟି: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସାଧାରଣ ପର୍ଯ୍ୟବେକ୍ଷକଙ୍କ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ
ବାରିପଦା ମ୍ୟୁନିସିପାଲଟି: ଛାଞ୍ଚ ଅଞ୍ଚଳରୁ ରେଳଧାରଣା କଡରୁ ମୃତଦେହ ଉଦ୍ଧାର
ବାରିପଦା ମ୍ୟୁନିସିପାଲଟି: ଭଞ୍ଜପୁର ଅଞ୍ଚଳରୁ ଢ଼ାବାରୁ ମଦ ଜବତ, ଜଣେ ଗିରଫ
ବାରିପଦା ମ୍ୟୁନିସିପାଲଟି: ବାରିପଦା ଟାଉନ ଥାନା ପୁଲିସ ଦ୍ଵାରା ବଡ଼ବଜାର ଅଞ୍ଚଳରୁ ଗୋଟିଏ ବାଲି ବୋଝେଇ ଟ୍ରାକ୍ଟର ଜବତ
ବାରିପଦା ମ୍ୟୁନିସିପାଲଟି: ତୁଳସୀଚୌରା ଠାରେ କାର୍ଯ୍ୟ ସଂସ୍ଥାରେ ମହିଳା କର୍ମଚାରୀଙ୍କୁ ନିର୍ଯାତନା ନେଇ ଅଭିଯୋଗ
ବାରିପଦା ମ୍ୟୁନିସିପାଲଟି: ତକତପୁର ଠାରେ ଚେକିଂ ବେଳେ ବାଇକ ଧକ୍କାରେ ସବ ଇନିସ୍ପେକ୍ଟର ମୃତ୍ୟୁ ମାମଲା,ସୁନାମୁଁହିର ଆସାମୀକୁ ୧ବର୍ଷ ୬ମାସର କାରାଦଣ୍ଡ ପ୍ରଦାନ
ବାରିପଦା ମ୍ୟୁନିସିପାଲଟି: ବିଜେଡ଼ିର ରଘୁନାଥପୁର ଠାରେ ମିଶ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ