Public App Logo
Jansamasya
News
Maharashtra
Bjp
National
Police
Bihar
India
Congress
Modi
Delhi
Viral
Bollywood
दिल्ली
Patna
Breakingnews
Madhya_pradesh
Cm
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Pm
Uttarpradesh
Haryana
Uttarakhand
बाढ़
No video available

ବାରିପଦା ମ୍ୟୁନିସିପାଲଟି: ଷ୍ଟେସନ ବଜାର ହାଟରୁ ମଦ ଜବତ ସହ ଜଣକୁ ଗିରଫ କଲା ପୋଲିସ

Baripada M, Mayurbhanj | May 19, 2024
ବାରିପଦା ଟାଉନ ଥାନା ପୁଲିସ ଦ୍ଵାରା ବେଆଇନ ମଦ ଜବତ କରାଯାଇଛି। ଏଥି ସହିତ ଉକ୍ତ କାରବାରରେ ସମ୍ପୃକ୍ତ ଥିବା ଜଣକୁ ପୁଲିସ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲା ଶ୍ରୀପଦଗଞ୍ଜ ଅଞ୍ଚଳର ଚନ୍ଦନ ବଳ। ସୂଚନା ଅନୁଯାୟୀ, ପୁଲିସ ଦ୍ଵାରା ପେଟ୍ରୋଲିଂ ସମୟରେ ବେଆଇନ ମଦ କାରବାର ନେଇ ପୁଲିସକୁ ରବିବାର ବିଶ୍ୱସ୍ଥ ସୂତ୍ରରୁ ଖବର ମିଳିଥିଲା। ଏହାକୁ ନେଇ ପୁଲିସ ପକ୍ଷରୁ ଷ୍ଟେସନ ବଜାର ହାଟ ଅଞ୍ଚଳରେ ଅଞ୍ଚଳରେ ଚଢ଼ାଉ କରିଥିଲେ। ସେଠାରୁ ୧୦ଲିଟର ଦେଶୀ ସମେତ ୨ଲିଟରରୁ ଉର୍ଦ୍ଧ୍ଵ ବିଦେଶୀ ମଦ ଜବତ ହୋଇଛି। ବେଆଇନ ମଦ କାରବାରକୁ ନେଇ ବାରିପଦା ଟାଉନ ଥାନାରେ ଏକ ମାମଲା ରୁଜୁ କରାଯାଇଛି।