Public App Logo
Jansamasya
News
Maharashtra
Bjp
National
Police
Bihar
India
Congress
Modi
Delhi
Viral
Bollywood
दिल्ली
Patna
Breakingnews
Madhya_pradesh
Cm
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Pm
Uttarpradesh
Haryana
Uttarakhand
बाढ़
No video available

ବାରିପଦା ମ୍ୟୁନିସିପାଲଟି: ଶ୍ରୀ ଜଗନ୍ନାଥଙ୍କୁ ନେଇ ସମ୍ବିତ ପାତ୍ରଙ୍କ ଅରୁଚିକର ବୟାନ ବିରୋଧରେ ବଡ଼ବଜାର ଠାରେ ସେବାୟତ ସଂଘ ପକ୍ଷରୁ ନିନ୍ଦା ସହ ପ୍ରତିବାଦ

Baripada M, Mayurbhanj | May 21, 2024
ବିଜେପିର ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ବିଶ୍ୱନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ଯେଉଁ ଅରୁଚିକର ବୟାନ ଦେଇଛନ୍ତି ତାହାକୁ ନେଇ ସବୁ ମହଲରେ ଖୁବ ନିନ୍ଦା କରାଯାଉଛି। ମହାପ୍ରଭୁଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭକ୍ତ ବୋଲି କହିବା ପ୍ରଭୁଙ୍କ ପ୍ରତି ଅପମାନ ଅଟେ। ଯାହାକୁ ନେଇ ଓଡ଼ିଶା ସେବାୟତ ସଂଘ ପକ୍ଷରୁ ଘୋର ନିନ୍ଦା କରିବା ସହ ଘଣ୍ଟଘଣ୍ଟା ବଜାଇ ପ୍ରତିବାଦ ପ୍ରଦର୍ଶନ କରାଯାଇଛି। ମଙ୍ଗଳବାର ବାରିପଦାର ବଡ଼ବଜାର ସ୍ଥିତ ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କ ମନ୍ଦିର ସମ୍ମୁଖରେ ପ୍ରତିବାଦ ପ୍ରଦର୍ଶନ କରାଯାଇଛି।
ବାରିପଦା ମ୍ୟୁନିସିପାଲଟି: ଶ୍ରୀ ଜଗନ୍ନାଥଙ୍କୁ ନେଇ ସମ୍ବିତ ପାତ୍ରଙ୍କ ଅରୁଚିକର ବୟାନ ବିରୋଧରେ ବଡ଼ବଜାର ଠାରେ ସେବାୟତ ସଂଘ ପକ୍ଷରୁ ନିନ୍ଦା ସହ ପ୍ରତିବାଦ - Baripada M News