Public App Logo
Jansamasya
News
पुलिस
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Jharkhand
Iyc
Bollywood
दिल्ली
Patna
Breakingnews
महिला
Narendramodi
Madhya_pradesh
Mp
Madhyapradesh
Pmmodi
Ahmedabad
Rahulgandhi
No video available

ବାରିପଦା ମ୍ୟୁନିସିପାଲଟି: ଛାଞ୍ଚ ଅଞ୍ଚଳରୁ ରେଳଧାରଣା କଡରୁ ମୃତଦେହ ଉଦ୍ଧାର

Baripada M, Mayurbhanj | May 18, 2024
ଶନିବାର ଅପରାହ୍ନରେ ସ୍ଥାନୀୟ ଛାଞ୍ଚ ନିକଟ ରେଳଧାରଣା ପାର୍ଶ୍ବରୁ ଜଣେ ବୃଦ୍ଧଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି। ଡିଏମୟୁ ଟ୍ରେନ ଯିବା ପରେପରେ ରେଳଧାରଣା ପାର୍ଶ୍ବରୁ ମୃତଦେହ ମିଳିଥିଲା। ତାଙ୍କର ପରିଚୟ ମିଳିନଥିବା ବେଳେ ବୃଦ୍ଧଙ୍କ ମୁଣ୍ଡ ପଛପଟେ ମାଡ ହୋଇ ପ୍ରଚୁର ରକ୍ତ ସ୍ରାବ ପରେ ମୃତ୍ୟୁ ଘଟିଛି। ସମ୍ଭବତଃ ଟ୍ରେନରୁ ଖସି ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି । ରେଳବାଇ ପୁଲିସ ମୃତଦେହ ଉଦ୍ଧାର କରି ଶବବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି ।
ବାରିପଦା ମ୍ୟୁନିସିପାଲଟି: ଛାଞ୍ଚ ଅଞ୍ଚଳରୁ ରେଳଧାରଣା କଡରୁ ମୃତଦେହ ଉଦ୍ଧାର - Baripada M News