Public App Logo
Jansamasya
News
पुलिस
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Jharkhand
Iyc
Bollywood
दिल्ली
Patna
Breakingnews
महिला
Narendramodi
Madhya_pradesh
Mp
Madhyapradesh
Pmmodi
Ahmedabad
Rahulgandhi
No video available

ବାରିପଦା ମ୍ୟୁନିସିପାଲଟି: ଭଞ୍ଜପୁର ଅଞ୍ଚଳରୁ ଢ଼ାବାରୁ ମଦ ଜବତ, ଜଣେ ଗିରଫ

Baripada M, Mayurbhanj | May 19, 2024
ବାରିପଦା ସହରର ବିଭିନ୍ନ ଢ଼ାବା, ହୋଟେଲ, ଫାଷ୍ଟଫୁଡ଼ ଦୋକାନରେ ବେଆଇନ ମଦ କାରବାର ନେଇ ବାରମ୍ବାର ଅଭିଯୋଗ ହେଉଥିବା ବେଳେ ପୁଣି ଢ଼ାବାରୁ ଶନିବାର ମଦ ଜବତ କରାଯାଇଛି। ଭଞ୍ଜପୁର ଥାନା ପୁଲିସ ଦ୍ଵାରା ଚଢ଼ାଉ କରି ବେଆଇନ ମଦ ଜବତ କରାଯାଇଛି। ଏଥି ସହିତ ଉକ୍ତ କାରବାରରେ ସମ୍ପୃକ୍ତ ଥିବା ଜଣକୁ ପୁଲିସ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲା ବଡ଼ସାହି ଥାନା ଅନ୍ତର୍ଗତ ଚକ୍ରଧରପୁର ଗ୍ରାମର ଭାଗୀରଥ ବେହେରା(୫୫)।
ବାରିପଦା ମ୍ୟୁନିସିପାଲଟି: ଭଞ୍ଜପୁର ଅଞ୍ଚଳରୁ ଢ଼ାବାରୁ ମଦ ଜବତ, ଜଣେ ଗିରଫ - Baripada M News