Public App Logo
Jansamasya
News
Maharashtra
Bjp
National
Police
Bihar
India
Congress
Modi
Delhi
Viral
Bollywood
दिल्ली
Patna
Breakingnews
Madhya_pradesh
Cm
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Pm
Uttarpradesh
Haryana
Uttarakhand
बाढ़
No video available

ବାରିପଦା ମ୍ୟୁନିସିପାଲଟି: ସ୍ୱାମୀ ଓ ସ୍ତ୍ରୀ ଝଗଡାକୁ ନେଇ ଗଣ୍ଡଗୋଳ, ଦାରୋଗାଡାହି ଠାରେ ଭାଇର ଭୁଜାଲି ମାଡ଼ର ଶିକାର ହେଲେ ଭଉଣୀ ଓ ଭଣଜା

Baripada M, Mayurbhanj | May 20, 2024
ସ୍ୱାମୀ ଓ ସ୍ତ୍ରୀ ଝଗଡାକୁ ନେଇ ତୁମୁଳକାଣ୍ଡ ଘଟିଯାଇଛି। ଯାହାକୁ କେନ୍ଦ୍ର କରି ଗଣ୍ଡଗୋଳ ଉଗ୍ର ରୂପ ଧାରଣ କରିଥିବା ବେଳେ ସ୍ପଷ୍ଟ ଦିବାଲୋକରେ ପୁଲିସ ଓ ସ୍ଥାନୀୟ ଲୋକ ମାନଙ୍କ ଉପସ୍ଥିତିରେ ସୋମବାର ଭାଇ ଭୁଜାଲିରେ ଭଉଣୀ ଓ ଭଣଜାକୁ ମରଣାନ୍ତକ ଆକ୍ରମଣ କରିଛି। ଦେବାଶିଷ ଦଳବେହେରା ଓ ତାଙ୍କ ପତ୍ନୀଙ୍କ ପାରିବାରିକ କଳହ ପୂର୍ବରୁ ଲାଗି ରହିଥିଲା। ତେବେ ଏହାର ସମାଧାନ ତାଙ୍କ ଭେଣେଇ ମନୋଜ ପରିଡ଼ା ତାଙ୍କ ପରିବାର ଲୋକ ବୁଝାସୁଝା କରିବାକୁ ଯାଇଥିବା ବେଳେ ଘଟଣା ଘଟିଛି।
ବାରିପଦା ମ୍ୟୁନିସିପାଲଟି: ସ୍ୱାମୀ ଓ ସ୍ତ୍ରୀ ଝଗଡାକୁ ନେଇ ଗଣ୍ଡଗୋଳ, ଦାରୋଗାଡାହି ଠାରେ ଭାଇର ଭୁଜାଲି ମାଡ଼ର ଶିକାର ହେଲେ ଭଉଣୀ ଓ ଭଣଜା - Baripada M News