Public App Logo
Jansamasya
News
पुलिस
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Jharkhand
Iyc
Bollywood
दिल्ली
Patna
Breakingnews
महिला
Narendramodi
Madhya_pradesh
Mp
Madhyapradesh
Pmmodi
Ahmedabad
Rahulgandhi
No video available

ବାରିପଦା ମ୍ୟୁନିସିପାଲଟି: ଆଦିବାସୀ ସେଙ୍ଗେଲ ଆଭିଯାନ ପକ୍ଷରୁ ଅବସରପ୍ରାପ୍ତ କର୍ମଚାରୀ ଭବନରେ ନିର୍ବାଚନୀ ସଭା ଅନୁଷ୍ଠିତ

Baripada M, Mayurbhanj | May 21, 2024
ଆଦିବାସୀ ସେଙ୍ଗେଲ ଆଭିଯାନର ବାରିପଦା ଜୋନାଲ କମିଟି ସହ ଅଲ୍ ଇଣ୍ଡିଆ ମାଝୀ ପାର୍ଗାନା ମାଡୱା ଓଡିଶା ପ୍ରଦେଶ କମିଟିର ନିର୍ବାଚନୀ ସଭା ମଙ୍ଗଳବାର ଅନୁଷ୍ଠିତ ହୋଇଛି। ସେଙ୍ଗେଲ ପ୍ରଦେଶ ପାର୍ଗାନା ନାରାନ ମୁର୍ମୁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଭବନ ଠାରେ ଆଦିବାସୀ ସମାଜ ହିତରେ ୨୦୨୪, ସାଧାରଣ ନିର୍ବାଚନର ପରିଣାମ ବିଷୟରେ ଆଲୋଚନା କରାଯାଇଥିଲା।