Public App Logo
Jansamasya
News
Maharashtra
Bjp
National
Police
Bihar
India
Congress
Modi
Delhi
Viral
Bollywood
दिल्ली
Patna
Breakingnews
Madhya_pradesh
Cm
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Pm
Uttarpradesh
Haryana
Uttarakhand
बाढ़
No video available

ବାରିପଦା ମ୍ୟୁନିସିପାଲଟି: ଏଆଇ କ୍ୟାମେରା ଜରିଆରେ ଶିମିଳିପାଳ ଅଭୟାରଣ୍ୟରୁ ଧରାପଡିଲେ ୨ ଜଣ ଅନୁପ୍ରବେଶକାରୀ

Baripada M, Mayurbhanj | May 21, 2024
ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ଶିକାର ଉଦ୍ଧେଶ୍ୟରେ ପ୍ରବେଶ କରିଥିବା ଦୁଇ ଜଣ ଅନୁପ୍ରବେଶକାରୀଙ୍କୁ ମଙ୍ଗଳବାର ବନ ବିଭାଗ ପକ୍ଷରୁ ଧରାଯାଇଛି। ଶିମିଳିପାଳରେ ଖଞ୍ଜା ଯାଇଥିବା ଏଆଇ କ୍ୟାମେରା ଜରିଆରେ ଅନୁପ୍ରବେଶକାରୀଙ୍କୁ ଧରିବାରେ ସଫଳ ହୋଇଛନ୍ତି। ଏନେଇ ରାଜ୍ୟ ପ୍ରମୁଖ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ (ପିସିସିଏଫ) ୱାଇଲଡ଼ ଲାଇଫ ସୁଶାନ୍ତ କୁମାର ନନ୍ଦ ଏକ୍ସ ଜରିଆରେ ସେୟାର କରି ସୂଚନା ଦେଇଛନ୍ତି।