Public App Logo
Jansamasya
News
Maharashtra
Bjp
National
Police
Bihar
India
Congress
Modi
Delhi
Viral
Bollywood
दिल्ली
Patna
Breakingnews
Madhya_pradesh
Cm
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Pm
Uttarpradesh
Haryana
Uttarakhand
बाढ़
No video available

ବାରିପଦା ମ୍ୟୁନିସିପାଲଟି: ବାରିପଦା ଟାଉନ ଥାନା ପୁଲିସ ଦ୍ଵାରା ବଡ଼ବଜାର ଅଞ୍ଚଳରୁ ଗୋଟିଏ ବାଲି ବୋଝେଇ ଟ୍ରାକ୍ଟର ଜବତ

Baripada M, Mayurbhanj | May 19, 2024
ବେଆଇନ ଭାବେ ଲଘୁ ଖଣିଜ ଚୋରା ଚାଲାଣ ବେଳେ ବାରିପଦା ଟାଉନ ଥାନା ପୁଲିସ ଦ୍ଵାରା ଗୋଟିଏ ବାଲି ବୋଝେଇ ଟ୍ରାକ୍ଟର ଶନିବାର ଜବତ କରାଯାଇଛି। ଏଥି ସହିତ ଦୁଇ ଜଣକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେମାନେ ହେଲେ ମଧୁବନ ଅଞ୍ଚଳର ଟୁନା ସିଂ ଓ ମେଘନାଦ ରାମ। ଅନେକ ପରିମାଣର ଲଘୁ ଖଣିଜ ଚୋରା ଚାଲାଣ ହେଉଥିବାର ବାରମ୍ବାର ଅଭିଯୋଗ ହେଉଛି। ଯାହାକୁ ନିୟନ୍ତ୍ରଣ କରିବାରେ ରାଜସ୍ୱ ବିଭାଗ ଫେଲ ମାରିଛି। ଏହି କ୍ରମେ ବାରିପଦା ଟାଉନ ଥାନା ପୁଲିସ ପକ୍ଷରୁ ପେଟ୍ରୋଲିଂ ସମୟରେ ବଡବଜାର ରାସ୍ତାରେ ଜଗନ୍ନାଥ ମନ୍ଦିର ପଟୁ ଅମ୍ବିକା ମନ୍ଦିର ଆଡକୁ ଯାଉଥିବା ବେଳେ ଟ୍ରାକ୍ଟର ଜବତ ହୋଇଛି।