Public App Logo
Jansamasya
News
पुलिस
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Jharkhand
Iyc
Bollywood
दिल्ली
Patna
Breakingnews
महिला
Narendramodi
Madhya_pradesh
Mp
Madhyapradesh
Pmmodi
Ahmedabad
Rahulgandhi
No video available

ବାରିପଦା ମ୍ୟୁନିସିପାଲଟି: ସହର ସ୍ଥିତ ବସଷ୍ଟାଣ୍ଡ ନିକଟରୁ ବେଆଇନ ମଦ ଜବତ, ଜଣେ ଗିରଫ

Baripada M, Mayurbhanj | May 20, 2024
ବାରିପଦା ସହର ପୁଣି ବେଆଇନ ବିଦେଶୀ ମଦ ଜବତ କରାଯାଇଛି। ଏଥି ସହିତ ଉକ୍ତ କାରବାରରେ ସମ୍ପୃକ୍ତ ଜଣକୁ ପୁଲିସ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ବାରିପଦା ଟାଉନ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟସ୍ଥ କଲ୍ୟାଣି ଫାଷ୍ଟଫୁଡ଼ ମାଲିକ ବାଦୁନୁ। ସୂଚନା ଅନୁଯାୟୀ, ବାରିପଦା ସହରର ବିଭିନ୍ନ ସ୍ଥାନରେ ଥିବା ହୋଟେଲ, ଢାବା ଏବଂ ଫାଷ୍ଟଫୁଡ଼ ଦୋକାନ ମାନଙ୍କରେ ବେଆଇନ ଭାବେ ମଦ ବିକ୍ରି ହେଉଥିବାର ଅଭିଯୋଗ ହେଉଥିଲା। ଏହାକୁ ନେଇ ଟାଉନ ଥାନା ଅଧିକାରୀ ସୁମିତ କୁମାର ସରେନଙ୍କ ନେତୃତ୍ବରେ ସୋମବାର ବେଆଇନ ମଦ କାରବାରକୁ ରୋକ ଦେବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ।
ବାରିପଦା ମ୍ୟୁନିସିପାଲଟି: ସହର ସ୍ଥିତ ବସଷ୍ଟାଣ୍ଡ ନିକଟରୁ ବେଆଇନ ମଦ ଜବତ, ଜଣେ ଗିରଫ - Baripada M News