Public App Logo
Jansamasya
News
पुलिस
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Up
Iyc
Bollywood
Patna
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi
No video available

ବାରିପଦା ମ୍ୟୁନିସିପାଲଟି: ସୁଦୀଆମ ଗ୍ରାମାଞ୍ଚଳରେ ପୋଲିସର ପାଟ୍ରୋଲିଂ ବେଳେ ମଦ ଜବତ ସହ ଜଣେ ଗିରଫ

Baripada M, Mayurbhanj | May 20, 2024
ବାରିପଦା ସଦର ଥାନା ପୁଲିସ ଦ୍ଵାରା ସୋମବାର ବେଆଇନ ମଦ ଜବତ କରାଯାଇଛି। ଏଥି ସହିତ ଉକ୍ତ କାରବାରରେ ସମ୍ପୃକ୍ତ ଥିବା ଦୁଇ ଜଣକୁ ପୁଲିସ ଗିରଫ କରିଛି। ସୂଚନା ଅନୁଯାୟୀ, ପୁଲିସ ଦ୍ଵାରା ପେଟ୍ରୋଲିଂ ସମୟରେ ବେଆଇନ ମଦ କାରବାର ନେଇ ପୁଲିସକୁ ବିଶ୍ୱସ୍ଥ ସୂତ୍ରରୁ ଖବର ମିଳିଥିଲା। ଏହାକୁ ନେଇ ପୁଲିସ ପକ୍ଷରୁ ସୁଦୀଆମ ଗ୍ରାମ ଅଞ୍ଚଳରେ ଚଢ଼ାଉ କରିଥିଲେ। ସେଠାରୁ ୫ଲିଟର ଦେଶୀ ମଦ ଜବତ ହୋଇଛି। ବେଆଇନ ମଦ କାରବାର ନେଇ ଗିରଫ ଅଭିଯୁକ୍ତ ଜଣକ ହେଲା ବାରିପଦା ସଦର ଥାନା ଅନ୍ତର୍ଗତ ସୁଦୀଆମ ଗ୍ରାମର ରବୀନ୍ଦ୍ର ସିଂ(୨୭)।