Public App Logo
Jansamasya
News
Maharashtra
Bjp
National
Police
Bihar
India
Congress
Modi
Delhi
Viral
Bollywood
दिल्ली
Patna
Breakingnews
Madhya_pradesh
Cm
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Pm
Uttarpradesh
Haryana
Uttarakhand
बाढ़
No video available

ବାରିପଦା ମ୍ୟୁନିସିପାଲଟି: ପ୍ରଫୁଲ୍ଲନଗର ଅଞ୍ଚଳରେ ଚଢାଉ କରି ମଦ ଜବତ ସହ ବେପାରୀକୁ ଗିରଫ କଲା ଟାଉନ ଥାନା ପୋଲିସ

Baripada M, Mayurbhanj | May 21, 2024
ବାରିପଦା ଟାଉନ ଥାନା ପୁଲିସ ଦ୍ଵାରା ବେଆଇନ ମଦ ଜବତ କରାଯାଇଛି। ଏଥି ସହିତ ଉକ୍ତ କାରବାରରେ ସମ୍ପୃକ୍ତ ଥିବା ଜଣକୁ ପୁଲିସ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲା ପ୍ରଫୁଲ ନଗର ଅଞ୍ଚଳର ସୋମବାରି ସିଂ(୪୩)। ସୂଚନା ଅନୁଯାୟୀ, ପୁଲିସ ଦ୍ଵାରା ପେଟ୍ରୋଲିଂ ସମୟରେ ମଙ୍ଗଳବାର ବେଆଇନ ମଦ କାରବାର ନେଇ ପୁଲିସକୁ ବିଶ୍ୱସ୍ଥ ସୂତ୍ରରୁ ଖବର ମିଳିଥିଲା। ଏହାକୁ ନେଇ ପୁଲିସ ପକ୍ଷରୁ ପ୍ରଫୁଲ ନଗର ଅଞ୍ଚଳରେ ଚଢ଼ାଉ କରିଥିଲେ। ସେଠାରୁ ୮ଲିଟର ଦେଶୀ ମଦ ଜବତ ହୋଇଛି। ବେଆଇନ ମଦ କାରବାରକୁ ନେଇ ବାରିପଦା ଟାଉନ ଥାନାରେ ଏକ ଅବକାରୀ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି।